"ସିଷ୍ଟମ୍ UI" "ଖାଲି କରନ୍ତୁ" "କୌଣସି ବିଜ୍ଞପ୍ତି ନାହିଁ" "ଚାଲୁଅଛି" "ବିଜ୍ଞପ୍ତି" "ଖୁବ୍ ଶୀଘ୍ର ବ୍ୟାଟେରୀ ସରିଯାଇପାରେ" "%s ବାକି ଅଛି" "%1$s ବଳକା ଅଛି, ଆପଣଙ୍କ ବ୍ୟବହାର ଅନୁସାରେ ବ୍ୟାଟେରୀ ପାଖାପାଖି %2$s ସମୟ ଚାଲିବ" "%1$s ବଳକା ଅଛି, %2$s ସମୟ ଚାଲିପାରେ" "%s ବାକି ଅଛି। ବ୍ୟାଟେରୀ ସେଭର୍‌ ଅନ୍‍ ଅଛି।" "USB ଦ୍ଵାରା ଚାର୍ଜ କରିହେବନାହିଁ। ଆପଣଙ୍କ ଡିଭାଇସ୍ ପାଇଁ ଥିବା ଚାର୍ଜର୍‌କୁ ବ୍ୟବହାର କରନ୍ତୁ।" "USB ଦ୍ଵାରା ଚାର୍ଜ କରିହେବନାହିଁ" "ଆପଣଙ୍କ ଡିଭାଇସ୍ ପାଇଁ ଥିବା ଚାର୍ଜର୍‌କୁ ବ୍ୟବହାର କରନ୍ତୁ" "ସେଟିଙ୍ଗ" "ବ୍ୟାଟେରୀ ସେଭର୍‌ ଅନ୍ କରିବେ?" "ବ୍ୟାଟେରୀ ସେଭର୍ ବିଷୟରେ" "ଅନ୍‌ କରନ୍ତୁ" "ବ୍ୟାଟେରୀ ସେଭର୍‌ ଅନ୍ କରନ୍ତୁ" "ସେଟିଙ୍ଗ" "ୱାଇ-ଫାଇ" "ଅଟୋ-ରୋଟେଟ୍‌ ସ୍କ୍ରୀନ୍‍" "ମ୍ୟୁଟ୍" "ସ୍ୱତଃ" "ବିଜ୍ଞପ୍ତି" "ବ୍ଲୁଟୂଥ୍‍‍ ଟିଥରିଙ୍ଗ୍" "ଇନପୁଟ୍‍ ପଦ୍ଧତି ସେଟ୍‍ କରନ୍ତୁ" "ଫିଜିକଲ୍ କୀ’ବୋର୍ଡ୍" "%2$s ଆକ୍ସେସ୍‍ କରିବାକୁ %1$sକୁ ଅନୁମତି ଦେବେ?" "%2$s ଆକ୍ସେସ୍‍ କରିବାକୁ %1$sକୁ ଅନୁମତି ଦେବେ?" "%2$s ନିୟନ୍ତ୍ରଣ କରିବାକୁ %1$s ଖୋଲିବେ?" "%2$s ନିୟନ୍ତ୍ରଣ କରିବାକୁ %1$s ଖୋଲିବେ?" "ଇନଷ୍ଟଲ୍‍ ହୋଇଥିବା କୌଣସି ଆପ୍‍ ଏହି USB ଆକ୍ସେସୋରୀରେ କାମ କରେନାହିଁ। ଏହି ଆକ୍ସେସୋରୀ ବିଷୟରେ %1$sରେ ଅଧିକ ଜାଣନ୍ତୁ" "USB ଆକ୍ସେସରୀ" "ଦେଖନ୍ତୁ" "%2$s କନେକ୍ଟ ଥିବାବେଳେ %1$s ସର୍ବଦା ଖୋଲନ୍ତୁ" "%2$s କନେକ୍ଟ ଥିବାବେଳେ %1$s ସର୍ବଦା ଖୋଲନ୍ତୁ" "USB ଡିବଗିଙ୍ଗ କରିବେ?" "କମ୍ପ୍ୟୁଟର୍‌ର RSA କୀ\' ଆଙ୍ଗୁଠି ଚିହ୍ନ ହେଉଛି:\n%1$s" "ସବୁବେଳେ ଏହି କମ୍ପ୍ୟୁଟର୍‌ରୁ ଅନୁମତି ଦିଅନ୍ତୁ" "ଅନୁମତି ଦିଅନ୍ତୁ" "USBରେ ଡିବଗ୍‍ କରାଯାଇପାରିବ ନାହିଁ" "ସମ୍ପ୍ରତି ସାଇନ୍‍-ଇନ୍‍ କରିଥିବା ୟୁଜର୍‍ ଜଣକ ଏହି ଡିଭାଇସରେ USB ଡିବଗିଙ୍ଗ ଅନ୍‍ କରିପାରିବେ ନାହିଁ। ଏହି ବୈଶିଷ୍ଟ୍ୟ ବ୍ୟବହାର କରିବାକୁ, ପ୍ରାଥମିକ ୟୁଜର୍‍ରେ ସାଇନ୍‍-ଇନ୍‍ କରନ୍ତୁ।" "USB ପୋର୍ଟକୁ ଅକ୍ଷମ କରାଯାଇଛି" "ଆପଣଙ୍କ ଡିଭାଇସ୍‌କୁ ତରଳ ପଦାର୍ଥ ଏବଂ ଧୂଳିରୁ ସୁରକ୍ଷିତ ରଖିବା ପାଇଁ, USB ପୋର୍ଟକୁ ଅକ୍ଷମ କରାଯାଇଛି ଏବଂ ଏହା କୌଣସି ଉପକରଣ ଚିହ୍ନଟ କରିବ ନାହିଁ। \n\n ଯେତେବେଳେ USB ପୋର୍ଟ ପୁଣିି ବ୍ୟବହାର କରିବାକୁ ସୁରକ୍ଷିତ ହେବ, ସେତେବେଳେ ଆପଣଙ୍କୁ ସୂଚିତ କରାଯିବ।" "ଚାର୍ଜର୍‍ ଏବଂ ଆକ୍ସେସରିଗୁଡ଼ିକୁ ଚିହ୍ନଟ କରିବାକୁ USB ପୋର୍ଟ ସକ୍ଷମ କରାଯାଇଛି" "USB ସକ୍ଷମ କରନ୍ତୁ" "ଅଧିକ ଜାଣନ୍ତୁ" "ସ୍କ୍ରୀନ ଭରିବା ପାଇଁ ଜୁମ୍ କରନ୍ତୁ" "ସ୍କ୍ରୀନ୍‌କୁ ଭରିବା ପାଇଁ ଟାଣନ୍ତୁ" "ସ୍କ୍ରୀନଶଟ୍‌" "ସ୍କ୍ରୀନଶଟ୍‍ ସେଭ୍‍ କରାଯାଉଛି…" "ସ୍କ୍ରୀନଶଟ୍‍ ସେଭ୍‍ କରାଯାଉଛି…" "ସ୍କ୍ରୀନଶଟ୍ ସେଭ୍ ହୋଇଛି" "ସ୍କ୍ରୀନଶଟ୍‍ ଦେଖିବା ପାଇଁ ଟାପ୍‍ କରନ୍ତୁ" "ସ୍କ୍ରୀନ୍‍ଶଟ୍ ସେଭ୍ କରିହେବ ନାହିଁ" "ପୁଣିଥରେ ସ୍କ୍ରୀନ୍‌ଶଟ୍ ନେବାକୁ ଚେଷ୍ଟା କରନ୍ତୁ" "ସୀମିତ ଷ୍ଟୋରେଜ୍‍ ସ୍ପେସ୍‍ ହେତୁ ସ୍କ୍ରୀନଶଟ୍‍ ସେଭ୍‍ ହୋଇପାରିବ ନାହିଁ" "ଆପ୍‍ କିମ୍ବା ସଂସ୍ଥା ଦ୍ୱାରା ସ୍କ୍ରୀନଶଟ୍‍ ନେବାକୁ ଅନୁମତି ଦିଆଯାଇ ନାହିଁ" "ସ୍କ୍ରିନ୍‍ ରେକର୍ଡିଂ" "ଏକ ସ୍କ୍ରି‍ନ୍‍ ରେକର୍ଡ୍‍ ସେସନ୍‍ ପାଇଁ ଚାଲୁଥିବା ବିଜ୍ଞପ୍ତି" "ରେକର୍ଡିଂ ଆରମ୍ଭ କରନ୍ତୁ" "ଭଏସ୍‍‍‍‍‍‍‍‍‍ଓଭର୍‍ ରେକର୍ଡ କରନ୍ତୁ" "ଟାପ୍‌ ଦେଖାନ୍ତୁ" "ବନ୍ଦ କରନ୍ତୁ" "ବିରତି କରନ୍ତୁ" "ପୁଣି ଚାଲୁ କରନ୍ତୁ" "ବାତିଲ୍‌ କରନ୍ତୁ" "ସେୟାର୍‍ କରନ୍ତୁ" "ଡିଲିଟ୍ କରନ୍ତୁ" "ସ୍କ୍ରିନ୍‍ ରେକର୍ଡିଂ ବାତିଲ୍‌ କରିଦିଆଯାଇଛି" "ସ୍କ୍ରିନ୍‍ ରେକର୍ଡିଂ ସେଭ୍‍ ହୋଇଛି, ଦେଖିବାକୁ ଟାପ୍‍ କରନ୍ତୁ" "ସ୍କ୍ରିନ୍‍ ରେକର୍ଡିଂ ଡିଲିଟ୍‍ କରିଦିଆଯାଇଛି" "ସ୍କ୍ରିନ୍‍ ରେକର୍ଡିଂ ଡିଲିଟ୍‍ କରିବାରେ ତ୍ରୁଟି" "ଅନୁମତି ପାଇବାରେ ଅସଫଳ ହେଲା।" "USB ଫାଇଲ୍‌ ଟ୍ରାନ୍ସଫର୍‌ର ବିକଳ୍ପ" "ଏକ ମିଡିଆ ପ୍ଲେୟାର୍‍ (MTP) ଭାବରେ ଭର୍ତ୍ତି କରନ୍ତୁ" "ଏକ କ୍ୟାମେରା (PTP) ଭାବରେ ଭର୍ତ୍ତି କରନ୍ତୁ" "Mac ପାଇଁ Android ଫାଇଲ୍‍ ଟ୍ରାନ୍ସଫର୍‍ ଆପ୍‍ ଇନଷ୍ଟଲ୍‍ କରନ୍ତୁ" "ଫେରନ୍ତୁ" "ହୋମ୍" "ମେନୁ" "ଆକ୍ସେସିବିଲିଟୀ" "ସ୍କ୍ରୀନ୍‌କୁ ଘୁରାନ୍ତୁ" "ଓଭରଭିଉ" "ସର୍ଚ୍ଚ କରନ୍ତୁ" "କ୍ୟାମେରା" "ଫୋନ୍‍" "ଭଏସ୍‌ ସହାୟକ" "ଅନଲକ୍‌ କରନ୍ତୁ" "ଆଙ୍ଗୁଠି ଚିହ୍ନ ପାଇଁ ଅପେକ୍ଷା କରିଛି" "ଆଙ୍ଗୁଠିଚିହ୍ନ ବ୍ୟବହାର ନକରି ଅନଲକ୍‍ କରନ୍ତୁ" "ଫେସ୍ ସ୍କାନିଙ୍ଗ କରାଯାଉଛି" "ପଠାନ୍ତୁ" "ବିଜ୍ଞପ୍ତିଗୁଡ଼ିକ ପରିଚାଳନା କରନ୍ତୁ" "ଫୋନ୍‌ ଖୋଲନ୍ତୁ" "ଭଏସ୍‍ ସହାୟକ ଖୋଲନ୍ତୁ" "କ୍ୟାମେରା ଖୋଲନ୍ତୁ" "କ୍ୟାନ୍ସଲ୍‍ କରନ୍ତୁ" "ନିଶ୍ଚିତ କରନ୍ତୁ" "ପୁଣି ଚେଷ୍ଟା କରନ୍ତୁ" "ଖାଲି ଅଞ୍ଚଳ, ପ୍ରାମାଣିକତା ବାତିଲ୍ କରିବାକୁ ଟାପ୍ କରନ୍ତୁ" "ଦୟାକରି ପୁଣି ଚେଷ୍ଟା କରନ୍ତୁ" "ଆପଣଙ୍କର ମୁହଁକୁ ପ୍ରମାଣ କରୁଛି" "ମୁହଁ ପ୍ରାମାଣିକତା ହୋଇଛି" "ସୁନିଶ୍ଚିତ କରାଯାଇଛି" "ସମ୍ପୂର୍ଣ୍ଣ କରିବାକୁ ସୁନିଶ୍ଚିତ କରନ୍ତୁରେ ଟାପ୍ କରନ୍ତୁ" "ଟିପଚିହ୍ନ ସେନସର୍‌କୁ ଛୁଅଁନ୍ତୁ" "ଆଙ୍ଗୁଠି ଚିହ୍ନ ଆଇକନ୍" "ଆପଣଙ୍କୁ ଚିହ୍ନଟ କରୁଛି…" "ମୁହଁ ଆଇକନ୍" "କମ୍ପାଟିବିଲିଟୀ ଜୁମ୍ ବଟନ୍।" "ଜୁମ୍ କରି ସ୍କ୍ରୀନ୍‌କୁ ଛୋଟରୁ ବଡ଼ କରନ୍ତୁ।" "ବ୍ଲୁଟୂଥ୍‍‌ ସଂଯୋଗ କରାଯାଇଛି।" "ବ୍ଲୁଟୂଥ୍‍‌ ସଂଯୋଗ କରାଯାଇନାହିଁ।" "ବ୍ୟାଟେରୀ ନାହିଁ।" "ବ୍ୟାଟେରୀର ଗୋଟିଏ ବାର୍ ଅଛି।" "ବ୍ୟାଟେରୀର ଦୁଇଟି ବାର୍‍ ଅଛି।" "ବ୍ୟାଟେରୀର ତିନୋଟି ବାର୍‍ ଅଛି।" "ବ୍ୟାଟେରୀ ପୂର୍ଣ୍ଣ‍।" "କୌଣସି ଫୋନ୍ ନାହିଁ।" "ଫୋନର ଗୋଟିଏ ବାର ଅଛି।" "ଫୋନର ଦୁଇଟି ବାର୍‌ ଅଛି।" "ଫୋନ୍‍ରେ ତିନୋଟି ବାର୍‍ ଅଛି।" "ଫୋନ୍ ସିଗ୍ନାଲ୍ ପୂର୍ଣ୍ଣ ଅଛି।" "କୌଣସି ଡାଟା ନାହିଁ।" "ଡାଟାର ଗୋଟିଏ ବାର ଅଛି।" "ଡାଟାର ଦୁଇଟି ବାର୍‌ ଅଛି।" "ଡାଟାର ତିନୋଟି ବାର୍‍ ଅଛି।" "ଡାଟା ସିଗ୍ନାଲ୍ ପୂର୍ଣ୍ଣ ଅଛି।" "%s ସହିତ ସଂଯୁକ୍ତ।" "%s ସହ ସଂଯୁକ୍ତ" "%s ସହିତ ସଂଯୁକ୍ତ।" "WiMAX ନାହିଁ।" "WiMAXର ଗୋଟିଏ ବାର୍‌ ଅଛି।" "WiMAXର ଦୁଇଟି ବାର୍‌ ଅଛି।" "WiMAXର ତିନୋଟି ବାର୍‌ ଅଛି।" "WiMAXର ସିଗ୍ନାଲ୍ ସମ୍ପୂର୍ଣ୍ଣ ଅଛି।" "ଇଥରନେଟ୍‍ ବିଚ୍ଛିନ୍ନ ହୋଇଛି।" "ଇଥରନେଟ୍‍ ସଂଯୁକ୍ତ ହୋଇଛି।" "କୌଣସି ସିଗ୍ନାଲ୍‍ ନାହିଁ।" "ସଂଯୁକ୍ତ ହୋଇନାହିଁ।" "କୌଣସି ବାର୍‍ ନାହିଁ।" "ଗୋଟିଏ ବାର୍‍ ଅଛି।" "ଦୁଇଟି ବାର୍‍ ଅଛି।" "ତିନୋଟି ବାର୍‍ ଅଛି।" "ସିଗ୍ନାଲ୍ ଫୁଲ୍ ଅଛି।" "ଅନ୍।" "ଅଫ୍।" "ସଂଯୁକ୍ତ।" "ସଂଯୋଗ କରୁଛି।" "GPRS" "HSPA" "3G" "H" "H+" "4G" "4G+" "LTE" "LTE+" "5Ge" "5G" "5G+" "1X" "ରୋମିଙ୍ଗ" "EDGE" "ୱାଇ-ଫାଇ" "କୌଣସି SIM ନାହିଁ।" "ମୋବାଇଲ୍‌ ଡାଟା" "ମୋବାଇଲ୍‌ ଡାଟା ଅନ୍‍" "ମୋବାଇଲ୍‌ ଡାଟା ବନ୍ଦ ଅଛି" "ବ୍ୟବହୃତ ଡାଟା ପାଇଁ ସେଟ୍ ହୋଇନାହିଁ" "ଅଫ୍ ଅଛି" "ବ୍ଲୁଟୂଥ୍‍ ଟିଥରିଙ୍ଗ।" "ଏରୋପ୍ଲେନ୍‍ ମୋଡ୍‌।" "VPN ଅନ୍‍।" "କୌଣସି SIM କାର୍ଡ ନାହିଁ।" "କେରିଅର୍‍ ନେଟ୍‌ୱର୍କ ବଦଳୁଛି" "ବ୍ୟାଟେରୀ ବିବରଣୀ ଖୋଲନ୍ତୁ" "ବ୍ୟାଟେରୀ %d ଶତକଡ଼ା ଅଛି।" "ବ୍ୟାଟେରୀ %1$s ଶତକଡା, ଆପଣଙ୍କର ବ୍ୟବହାରକୁ ଆଧାର କରି ପାଖାପାଖି %2$s ବାକି ଅଛି" "ବ୍ୟାଟେରୀ ଚାର୍ଜ ହେଉଛି, %d ଶତକଡ଼ା।" "ସିଷ୍ଟମ୍‍ ସେଟିଙ୍ଗ।" "ବିଜ୍ଞପ୍ତି" "ସମସ୍ତ ବିଜ୍ଞପ୍ତି ଦେଖନ୍ତୁ" "ବିଜ୍ଞପ୍ତି ଖାଲି କରନ୍ତୁ।" "GPS ସକ୍ଷମ।" "GPS ପ୍ରାପ୍ତ କରୁଛି।" "ଟେଲି-ଟାଇପରାଇଟର୍ ସକ୍ଷମ ଅଛି।" "ରିଙ୍ଗର୍‌ କମ୍ପନରେ ଅଛି।" "ରିଙ୍ଗର୍‌ ସାଇଲେଣ୍ଟରେ ଅଛି।" "ବିଜ୍ଞପ୍ତି ଖାରଜ କରାଗଲା।" "ବିଜ୍ଞପ୍ତି ଶେଡ୍‍।" "ଦ୍ରୁତ ସେଟିଙ୍ଗ।" "ଲକ୍‌ ସ୍କ୍ରୀନ୍‌।" "ସେଟିଙ୍ଗ" "ସଂକ୍ଷିପ୍ତ ବିବରଣୀ" "ୱର୍କ ଲକ୍‍ ସ୍କ୍ରୀନ୍‍" "ବନ୍ଦ କରନ୍ତୁ" "%1$s।" "ୱାଇ-ଫାଇ ବନ୍ଦ ଅଛି।" "ୱାଇ-ଫାଇ ଅନ୍ ଅଛି।" "ମୋବାଇଲ୍‍ %1$s%2$s%3$s।" "%s ବ୍ୟାଟେରୀ ଅଛି।" "ଏୟାର୍‌ପ୍ଲେନ୍‌ ମୋଡ୍‌ ଅଫ୍ ଅଛି।" "ଏୟାର୍‌ପ୍ଲେନ୍‌ ମୋଡ୍‌ ଅନ୍ ଅଛି।" "ଏୟାର୍‌ପ୍ଲେନ୍‌ ମୋଡ୍‌କୁ ବନ୍ଦ କରାଯାଇଛି।" "ଏୟାର୍‌ପ୍ଲେନ୍‌ ମୋଡ୍‌କୁ ଚାଲୁ କରାଯାଇଛି।" "ସମ୍ପୂର୍ଣ୍ଣ ନିରବ" "କେବଳ ଆଲାର୍ମ" "ବିରକ୍ତ କରନ୍ତୁ ନାହିଁ।" "\"ବିରକ୍ତ କରନ୍ତୁ ନାହିଁ\"କୁ ବନ୍ଦ କରାଯାଇଛି।" "\"ବିରକ୍ତ କରନ୍ତୁ ନାହିଁ\" ଚାଲୁ ଅଛି।" "ବ୍ଲୁଟୂଥ୍‍‌।" "ବ୍ଲୁଟୂଥ୍‌ ଅଫ୍ ଅଛି।" "ବ୍ଲୁଟୂଥ୍‍‍ ଅନ୍ ଅଛି।" "ବ୍ଲୁଟୂଥ୍‍‌ ସଂଯୋଗ ହେଉଛି।" "ବ୍ଲୁ-ଟୁଥ୍‌କୁ ସଂଯୋଗ କରାଯାଇଛି।" "ବ୍ଲୁ-ଟୁଥ୍‍କୁ ବନ୍ଦ କରିଦିଆଯାଇଛି।" "ବ୍ଲୁ-ଟୁଥ୍‍କୁ ଚାଲୁ କରାଯାଇଛି।" "ଲୋକେଶନ୍‌ର ତଥ୍ୟ ବନ୍ଦ ଅଛି।" "ଲୋକେଶନ୍‌ର ତଥ୍ୟ ଅନ୍ ଅଛି।" "ଲୋକେଶନ୍‌ର ରିପୋର୍ଟ ବନ୍ଦ କରାଗଲା।" "ଲୋକେଶନ୍‌ର ରିପୋର୍ଟ ଅନ୍ କରାଗଲା।" "%sରେ ଆଲାର୍ମ ସେଟ୍‍ କରାଯାଇଛି।" "ପ୍ୟାନେଲ୍ ବନ୍ଦ କରନ୍ତୁ।" "ଅଧିକ ସମୟ।" "କମ୍ ସମୟ।" "ଫ୍ଲାଶ୍‌ଲାଇଟ୍ ଅଫ୍ ଅଛି।" "ଟର୍ଚ୍ଚ ଲାଇଟ୍‍ ଅନୁପଲବ୍ଧ।" "ଫ୍ଲାଶ୍‌ଲାଇଟ୍ ଅନ୍ ଅଛି।" "ଟର୍ଚ୍ଚ ଲାଇଟ୍ ବନ୍ଦ ଅଛି।" "ଟର୍ଚ୍ଚ ଲାଇଟ୍ ଅନ୍ ଅଛି।" "ରଙ୍ଗ ବିପରୀତିକରଣକୁ ବନ୍ଦ କରିଦିଆଗଲା।" "ରଙ୍ଗ ବିପରୀତିକରଣକୁ ଚାଲୁ କରିଦିଆଗଲା।" "ମୋବାଇଲ୍ ହଟସ୍ପଟ୍‌ ବନ୍ଦ ଅଛି।" "ମୋବାଇଲ୍ ହଟସ୍ପଟ୍‌ ଅନ୍ ଅଛି।" "ସ୍କ୍ରୀନ୍‌ କାଷ୍ଟ କରିବା ରହିଯାଇଛି।" "ୱର୍କ ମୋଡ୍‍ ଅଫ୍‍।" "ୱର୍କ ମୋଡ୍‍ ଅନ୍‍।" "ୱର୍କ ମୋଡ୍‌କୁ ଅଫ୍‍ କରାଯାଇଛି।" "ୱର୍କ ମୋଡ୍‌କୁ ଅନ୍‍ କରାଯାଇଛି।" "ଡାଟା ସେଭର୍‌ ଅଫ୍‍ କରାଗଲା।" "ଡାଟା ସେଭର୍‌ ଅନ୍‍ କରାଗଲା।" "ସେନ୍ସର୍‍ ଗୋପନୀୟତାକୁ ବନ୍ଦ କରିଦିଆଯାଇଛି।" "ସେନ୍ସର୍‍ ଗୋପନୀୟତାକୁ ଚାଲୁ କରାଯାଇଛି।" "ଡିସ୍‌ପ୍ଲେ ଉଜ୍ଜ୍ୱଳତା" "ଚାର୍ଜ କରାଯାଉଛି" "2G-3G ଡାଟା ପଜ୍‍ କରାଯାଇଛି" "4G ଡାଟା ପଜ୍‍ କରାଯାଇଛି" "ମୋବାଇଲ୍‍ ଡାଟା ପଜ୍‍ କରାଯାଇଛି" "ଡାଟା ପଜ୍‍ କରାଯାଇଛି" "ଆପଣ ସେଟ୍‍ କରିଥିବା ଡାଟାର ସୀମାରେ ପହଞ୍ଚିଲେ। ଆପଣ ଆଉ ମୋବାଇଲ୍‍ ଡାଟା ବ୍ୟବହାର କରୁନାହାଁନ୍ତି।\n\nଯଦି ଆପଣ ପୁଣି ଆରମ୍ଭ କରନ୍ତି, ଡାଟା ବ୍ୟବହାର ପାଇଁ ଆପଣଙ୍କୁ ଦେୟ ଲାଗୁ କରାଯାଇ ପାରେ।" "ପୁଣି ଚାଲୁ କରନ୍ତୁ" "GPS ଖୋଜାଯାଉଛି" "GPS ଦ୍ୱାରା ଲୋକେସନ୍ ସେଟ୍ କରାଯାଇଛି" "ଲୋକେସନ୍‍ ଅନୁରୋଧ ସକ୍ରିୟ ଅଛି" "\'ସେନ୍‌ସର୍ ବନ୍ଦ\' ସକ୍ରିୟ ଅଛି" "ସମସ୍ତ ବିଜ୍ଞପ୍ତି ଖାଲି କରନ୍ତୁ।" "+ %s" ଭିତରେ ଆଉ %sଟି ଅଧିକ ବିଜ୍ଞପ୍ତି ରହିଛି। ଭିତରେ ଆଉ %sଟି ଅଧିକ ବିଜ୍ଞପ୍ତି ରହିଛି। "%1$s: %2$s" "ବିଜ୍ଞପ୍ତି ସେଟିଙ୍ଗ" "%s ସେଟିଙ୍ଗ" "ସ୍କ୍ରୀନ୍‍ ସ୍ୱଚାଳିତ ଭାବେ ବୁଲିବ।" "ଲ୍ୟାଣ୍ଡସ୍କେପ୍‌ ଅବସ୍ଥାରେ ସ୍କ୍ରୀନ୍‍କୁ ଲକ୍‌ କରାଯାଇଛି।" "ପୋର୍ଟ୍ରେଟ୍‍ ଅବସ୍ଥାରେ ସ୍କ୍ରୀନ୍‍କୁ ଲକ୍‌ କରାଯାଇଛି।" "ସ୍କ୍ରୀନ୍‍ ବର୍ତ୍ତମାନ ସ୍ୱଚାଳିତ ଭାବେ ବୁଲିବ।" "ବର୍ତ୍ତମାନ ସ୍କ୍ରୀନ୍‌ଟି ଲ୍ୟାଣ୍ଡସ୍କେପ୍ ଦିଗରେ ଲକ୍ ଅଛି।" "ବର୍ତ୍ତମାନ ସ୍କ୍ରୀନ୍‌ଟି ପୋର୍ଟେଟ୍ ଦିଗରେ ଲକ୍‌ ଅଛି।" "ଡେଜର୍ଟ କେସ୍‌" "ସ୍କ୍ରୀନ୍‌ ସେଭର୍‌" "ଇଥରନେଟ୍‌" "ଅଧିକ ବିକଳ୍ପ ପାଇଁ ଆଇକନ୍‌କୁ ସ୍ପର୍ଶ କରି ଧରିରଖନ୍ତୁ" "ବିରକ୍ତ କରନ୍ତୁ ନାହିଁ" "କେବଳ ପ୍ରାଥମିକତା" "କେବଳ ଆଲାର୍ମ" "ସମ୍ପୂର୍ଣ୍ଣ ନୀରବ" "ବ୍ଲୁଟୂଥ୍‍‌" "ବ୍ଲୁଟୂଥ୍‍‌ (%dଟି ଡିଭାଇସ୍‌)" "ବ୍ଲୁଟୂଥ୍‍‌ ଅଫ୍" "ପେୟାର୍‍ ହୋଇଥିବା କୌଣସି ଡିଭାଇସ୍ ଉପଲବ୍ଧ ନାହିଁ" "%s ବ୍ୟାଟେରୀ" "ଅଡିଓ" "ହେଡସେଟ୍‍" "ଇନପୁଟ୍" "ଶ୍ରବଣ ଯନ୍ତ୍ର" "ଅନ୍ ହେଉଛି…" "ଉଜ୍ଜ୍ୱଳତା" "ସ୍ୱତଃ-ଘୂର୍ଣ୍ଣନ" "ସ୍କ୍ରୀନ୍‍କୁ ଅଟୋ-ରୋଟେଟ୍‌ କରନ୍ତୁ" "%s ମୋଡ୍‍" "ଘୂର୍ଣ୍ଣନ ଲକ୍‍ ହୋଇଛି" "ପୋର୍ଟ୍ରେଟ୍" "ଲ୍ୟାଣ୍ଡସ୍କେପ୍" "ଇନପୁଟ୍ ପଦ୍ଧତି" "ଲୋକେସନ୍‍" "ଲୋକେସନ୍‍ ଅଫ୍‍" "ମିଡିଆ ଡିଭାଇସ୍‌" "RSSI" "କେବଳ ଜରୁରୀକାଳୀନ କଲ୍‌" "ସେଟିଙ୍ଗ" "ସମୟ" "ମୁଁ" "ୟୁଜର୍‌" "ନୂଆ ୟୁଜର୍‌" "ୱାଇ-ଫାଇ" "ସଂଯୁକ୍ତ ହୋଇନାହିଁ" "ନେଟ୍‌ୱର୍କ ନାହିଁ" "ୱାଇ-ଫାଇ ଅଫ୍‍" "ୱାଇ-ଫାଇ ଅନ୍‍ ଅଛି" "କୌଣସି ୱାଇ-ଫାଇ ନେଟ୍‌ୱର୍କ ଉପଲବ୍ଧ ନାହିଁ" "ଅନ୍ ହେଉଛି…" "ସ୍କ୍ରିନ୍ କାଷ୍ଟ" "କାଷ୍ଟିଙ୍ଗ" "ନାମହୀନ ଡିଭାଇସ୍‍" "କାଷ୍ଟ୍ ପାଇଁ ପ୍ରସ୍ତୁତ" "କୌଣସି ଡିଭାଇସ୍ ଉପଲବ୍ଧ ନାହିଁ" "ୱାଇ-ଫାଇ ସଂଯୋଜିତ ହୋଇନାହିଁ" "ଉଜ୍ଜ୍ୱଳତା" "ସ୍ୱଚାଳିତ" "ରଙ୍ଗ ଇନଭାର୍ଟ୍ କରନ୍ତୁ" "ରଙ୍ଗ ସଂଶୋଧନ ମୋଡ୍‍" "ଅଧିକ ସେଟିଙ୍ଗ" "ହୋଇଗଲା" "ସଂଯୁକ୍ତ" "କନେକ୍ଟ ରହିଛି, ବ୍ୟାଟେରୀ %1$s" "ସଂଯୋଗ କରୁଛି..." "ଟିଥରିଙ୍ଗ" "ହଟସ୍ପଟ୍‌" "ଅନ୍ ହେଉଛି…" "ଡାଟା ସେଭର୍‌ ଅନ୍‌ ଅଛି" %d ଡିଭାଇସ୍‌ଗୁଡ଼ିକ %d ଡିଭାଇସ୍ "ବିଜ୍ଞପ୍ତି" "ଫ୍ଲାଶ୍‍ଲାଇଟ" "ମୋବାଇଲ୍‌ ଡାଟା" "ଡାଟାର ବ୍ୟବହାର" "ଅବଶିଷ୍ଟ ଡାଟା" "ସୀମାଠାରୁ ଅଧିକ" "%s ବ୍ୟବହାର କରାଯାଇଛି" "%s ସୀମା" "%s ଚେତାବନୀ" "ୱର୍କ ପ୍ରୋଫାଇଲ୍‌" "ରାତି ଆଲୋକ" "ସୂର୍ଯ୍ୟାସ୍ତ ବେଳେ ଅନ୍ ହେବ" "ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ" "%sରେ ଅନ୍ ହେବ" "%s ପର୍ଯ୍ୟନ୍ତ" "ଗାଢ଼ ଥିମ୍" "ଗାଢ଼ ଥିମ୍\nବ୍ୟାଟେରୀ ସେଭର୍" "NFC" "NFC ଅକ୍ଷମ କରାଯାଇଛି" "NFC ସକ୍ଷମ କରାଯାଇଛି" "ଆପ୍‌କୁ ବଦଳ କରିବା ପାଇଁ ସ୍ଵାଇପ୍ କରନ୍ତୁ" "ଆପ୍‌ଗୁଡ଼ିକ ମଧ୍ୟରେ ଶୀଘ୍ର ବଦଳ କରିବା ପାଇଁ ଡାହାଣକୁ ଡ୍ରାଗ୍ କରନ୍ତୁ" "ସଂକ୍ଷିପ୍ତ ବିବରଣୀକୁ ଟୋଗଲ୍ କରନ୍ତୁ" "ଚାର୍ଜ ହୋଇଗଲା" "ଚାର୍ଜ କରାଯାଉଛି" "ପୂର୍ଣ୍ଣ ଚାର୍ଜ ହେବାକୁ ଆଉ %s ଅଛି" "ଚାର୍ଜ ହେଉନାହିଁ" "ନେଟ୍‍ୱର୍କ\nମନିଟର୍‍ କରାଯାଇପାରେ" "ସର୍ଚ୍ଚ" "%s ପାଇଁ ଉପରକୁ ସ୍ଲାଇଡ୍‍ କରନ୍ତୁ।" "%s ପାଇଁ ବାମକୁ ସ୍ଲାଇଡ୍ କରନ୍ତୁ" "ଆଲାର୍ମ, ରିମାଇଣ୍ଡର୍‌, ଇଭେଣ୍ଟ ଏବଂ ଆପଣ ନିର୍ଦ୍ଦିଷ୍ଟ କରିଥିବା କଲର୍‌ଙ୍କ ବ୍ୟତୀତ ଆପଣଙ୍କ ଧ୍ୟାନ ଅନ୍ୟ କୌଣସି ଧ୍ୱନୀ ଏବଂ ଭାଇବ୍ରେଶନ୍‌ରେ ଆକର୍ଷଣ କରାଯିବନାହିଁ। ମ୍ୟୁଜିକ୍‍, ଭିଡିଓ ଏବଂ ଗେମ୍‌ ସମେତ ନିଜେ ଚଲାଇବାକୁ ବାଛିଥିବା ଅନ୍ୟ ସବୁକିଛି ଆପଣ ଶୁଣିପାରିବେ।" "ଆଲାର୍ମ ବ୍ୟତୀତ ଆପଣଙ୍କ ଧ୍ୟାନ ଅନ୍ୟ କୌଣସି ଧ୍ୱନୀ ଏବଂ ଭାଇବ୍ରେଶନ୍‌ରେ ଆକର୍ଷଣ କରାଯିବନାହିଁ। ମ୍ୟୁଜିକ୍‍, ଭିଡିଓ ଏବଂ ଗେମ୍‌ ସମେତ ନିଜେ ଚଲାଇବାକୁ ବାଛିଥିବା ଅନ୍ୟ ସବୁକିଛି ଆପଣ ଶୁଣିପାରିବେ।" "କଷ୍ଟମାଇଜ୍‌ କରନ୍ତୁ" "ଆଲାର୍ମ, ମ୍ୟୁଜିକ୍‍, ଭିଡିଓ ଏବଂ ଗେମ୍‌ ସମେତ ଏହା ଦ୍ୱାରା ସମସ୍ତ ଧ୍ୱନୀ ଏବଂ ଭାଇବ୍ରେଶନ୍‌ ଅବରୋଧ ହୁଏ। ଆପଣ ତଥାପି ଫୋନ୍‍ କଲ୍‍ କରିପାରିବେ।" "ଆଲାର୍ମ, ମ୍ୟୁଜିକ୍‍, ଭିଡିଓ ଓ ଗେମ୍ସ ସମେତ ଏହାଦ୍ୱାରା ସମସ୍ତ ସାଉଣ୍ଡ ଓ ଭାଇବ୍ରେଶନ୍‍ ଅବରୋଧ ହୁଏ।" "+%d" "ନିମ୍ନରେ କମ୍‍ ଜରୁରୀ ବିଜ୍ଞପ୍ତି" "ଖୋଲିବା ପାଇଁ ପୁଣି ଟାପ୍‍ କରନ୍ତୁ" "ଖୋଲିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ" "ପୁଣି ଚେଷ୍ଟା କରିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ" "ଏହି ଡିଭାଇସ୍‌ ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳିତ।" "ଏହି ଡିଭାଇସ୍‌ %s ଦ୍ୱାରା ପରିଚାଳିତ ହେଉଛି" "ଫୋନ୍‍ ପାଇଁ ଆଇକନରୁ ସ୍ୱାଇପ୍‍ କରନ୍ତୁ" "ଭଏସ୍‍ ସହାୟକ ପାଇଁ ଆଇକନରୁ ସ୍ୱାଇପ୍‍ କରନ୍ତୁ" "କ୍ୟାମେରା ପାଇଁ ଆଇକନରୁ ସ୍ୱାଇପ୍‍ କରନ୍ତୁ" "ସମ୍ପୂର୍ଣ୍ଣ ନୀରବ। ଏହାଦ୍ୱାରା ସ୍କ୍ରୀନ୍‍ ରିଡର୍‍ ମଧ୍ୟ ନୀରବ ହୋଇଯିବ।" "ସମ୍ପୂର୍ଣ୍ଣ ନୀରବ" "କେବଳ ପ୍ରାଥମିକତା" "କେବଳ ଆଲାର୍ମ" "ସମ୍ପୂର୍ଣ୍ଣ\nନୀରବ" "କେବଳ\nପ୍ରାଥମିକତା" "କେବଳ\nଆଲାର୍ମ" "ୱାୟାର୍‍‍ଲେସ୍‍ଭାବରେ %2$s • ଚାର୍ଜ ହୋଇଛି (ସମ୍ପୁର୍ଣ୍ଣ ହେବା ପାଇଁ %1$s ବାକି ଅଛି)" "%2$s • ଚାର୍ଜ ହେଉଛି (ପୂର୍ଣ୍ଣ ହେବା ପାଇଁ %1$s ବଳକା ଅଛି)" "%2$s • ଶୀଘ୍ର ଚାର୍ଜ ହେଉଛି (ପୂର୍ଣ୍ଣ ହେବା ପାଇଁ %1$s ବଳକା ଅଛି)" "%2$s • ଧୀରେ ଚାର୍ଜ ହେଉଛି (ପୂର୍ଣ୍ଣ ହେବା ପାଇଁ %1$s ବଳକା ଅଛି)" "ୟୁଜର୍‍ ବଦଳାନ୍ତୁ" "ୟୁଜର୍‍ ବଦଳାନ୍ତୁ, ବର୍ତ୍ତମାନର ୟୁଜର୍‍ ହେଉଛନ୍ତି %s" "ବର୍ତ୍ତମାନର ୟୁଜର୍‍ ହେଉଛନ୍ତି %s" "ପ୍ରୋଫାଇଲ୍ ଦେଖାନ୍ତୁ" "ୟୁଜର୍‍ଙ୍କୁ ଯୋଡ଼ନ୍ତୁ" "ନୂତନ ୟୁଜର୍‍" "ଅତିଥି" "ଅତିଥି ଯୋଡ଼ନ୍ତୁ" "ଅତିଥିଙ୍କୁ କାଢ଼ନ୍ତୁ" "ଅତିଥିଙ୍କୁ କାଢ଼ିଦେବେ?" "ଏହି ଅବଧିର ସମସ୍ତ ଆପ୍‌ ଓ ଡାଟା ଡିଲିଟ୍‌ ହୋଇଯିବ।" "କାଢ଼ିଦିଅନ୍ତୁ" "ପୁଣି ସ୍ୱାଗତ, ଅତିଥି!" "ଆପଣ ନିଜର ଅବଧି ଜାରି ରଖିବାକୁ ଚାହାନ୍ତି କି?" "ଆରମ୍ଭ କରନ୍ତୁ" "ହଁ, ଜାରି ରଖନ୍ତୁ" "ଅତିଥି ୟୁଜର୍‍" "ଆପ୍‍ ଓ ଡାଟା ଡିଲିଟ୍‍ କରିବା ପାଇଁ, ଅତିଥି ୟୁଜରଙ୍କୁ ବାହାର କରନ୍ତୁ" "ଅତିଥିଙ୍କୁ ବାହାର କରନ୍ତୁ" "ୟୁଜରଙ୍କୁ ଲଗଆଉଟ୍‍ କରନ୍ତୁ" "ବର୍ତ୍ତମାନର ୟୁଜରଙ୍କୁ ଲଗଆଉଟ୍‍ କରନ୍ତୁ" "ୟୁଜରଙ୍କୁ ଲଗଆଉଟ୍‍ କରନ୍ତୁ" "ନୂତନ ୟୁଜର୍‍ ଯୋଡ଼ିବେ?" "ଜଣେ ନୂଆ ୟୁଜର୍‍ଙ୍କୁ ଯୋଡ଼ିବାବେଳେ, ସେହି ବ୍ୟକ୍ତିଙ୍କୁ ସ୍ଥାନ ସେଟ୍‍ କରିବାକୁ ପଡ଼ିବ। \n \n ଅନ୍ୟ ସମସ୍ତ ୟୁଜର୍‍ଙ୍କ ପାଇଁ ଯେକୌଣସି ୟୁଜର୍‍ ଆପ୍‌ଗୁଡ଼ିକୁ ଅପଡେଟ୍‌ କରିପାରିବେ।" "ଉପଯୋଗକର୍ତ୍ତା ସୀମାରେ ପହଞ୍ଚିଛି" କେବଳ %d ଉପଯୋଗକର୍ତ୍ତା ହିଁ ତିଆରି କରିହେବ। କେବଳ ଜଣେ ଉପଯୋଗକର୍ତ୍ତା ହିଁ ତିଆରି କରିହେବ। "ୟୁଜରଙ୍କୁ ବାହାର କରିବେ?" "ଏହି ୟୁଜରଙ୍କ ସମସ୍ତ ଆପ୍‍ ଓ ଡାଟା ଡିଲିଟ୍‍ ହେବ।" "ବାହାର କରନ୍ତୁ" "ବ୍ୟାଟେରୀ ସେଭର୍‌ ଅନ୍‌ ଅଛି" "କାର୍ଯ୍ୟ ସମ୍ପାଦନ ଓ ବ୍ୟାକ୍‌ଗ୍ରାଉଣ୍ଡ ଡାଟା କମ୍ କରନ୍ତୁ" "ବ୍ୟାଟେରୀ ସେଭର୍‌ ଅଫ୍‍ କରନ୍ତୁ" "ରେକର୍ଡିଂ କିମ୍ବା କାଷ୍ଟିଂ ସମୟରେ %s ଯେ କୌଣସି ସମ୍ବେଦନଶୀଳ ସୂଚନା କ୍ୟାପଚର୍ କରିପାରିବ ଯାହା ଅଡ଼ିଓ, ପାସ୍‌ୱାର୍ଡ, ପେମେଣ୍ଟ ସୂଚନା, ଫଟୋ ଏବଂ ମେସେଜ୍‌ଗୁଡ଼ିକ ପରି ସମ୍ବେଦନଶୀଳ ସୂଚନା ଆପଣଙ୍କର ଡିଭାଇସ୍‌ରେ ଚାଲିବ ବା ଆପଣଙ୍କ ସ୍କ୍ରିନ୍‌ରେ ଦେଖାଯିବ।" "ରେକର୍ଡିଂ କିମ୍ବା କାଷ୍ଟିଂ ସମୟରେ ଏହି ପ୍ରକାର୍ଯ୍ୟ ପ୍ରଦାନ କରୁଥିବା ସେବା ଅଡ଼ିଓ, ପାସ୍‌ୱାର୍ଡ, ପେମେଣ୍ଟ ସୂଚନା, ଫଟୋ ଏବଂ ମେସେଜ୍‌ଗୁଡ଼ିକ ପରି ସମ୍ବେଦନଶୀଳ ସୂଚନା କ୍ୟାପଚର୍ କରିପାରିବ ଯାହା ଆପଣଙ୍କର ଡିଭାଇସ୍‌ରେ ଚାଲିବ ବା ଆପଣଙ୍କ ସ୍କ୍ରିନ୍‌ରେ ଦେଖାଯିବ।" "କାଷ୍ଟିଂ/ରେକର୍ଡିଂ ସମୟରେ ସମ୍ବେଦନଶୀଳ ସୂଚନା ଦେଖାନ୍ତୁ" "ପୁଣି ଦେଖାନ୍ତୁ ନାହିଁ" "ସମସ୍ତ ଖାଲି କରନ୍ତୁ" "ପରିଚାଳନା କରନ୍ତୁ" "ନୀରବ ବିଜ୍ଞପ୍ତିଗୁଡ଼ିକ" "ସମସ୍ତ ନୀରବ ବିଜ୍ଞପ୍ତିଗୁଡ଼ିକ ଖାଲି କରନ୍ତୁ" "\"ବିରକ୍ତ କରନ୍ତୁ ନାହିଁ\" ବିକଳ୍ପ ଦ୍ୱାରା ବିଜ୍ଞପ୍ତି ପଜ୍‍ ହୋଇଛି" "ବର୍ତ୍ତମାନ ଆରମ୍ଭ କରନ୍ତୁ" "କୌଣସି ବିଜ୍ଞପ୍ତି ନାହିଁ" "ପ୍ରୋଫାଇଲ୍ ନିରୀକ୍ଷଣ କରାଯାଇପାରେ।" "ନେଟ୍‌ୱର୍କ ନୀରିକ୍ଷଣ କରାଯାଇପାରେ" "ନେଟ୍‌ୱର୍କକୁ ନିରୀକ୍ଷଣ କରାଯାଇପାରେ" "ଆପଣଙ୍କ ସଂସ୍ଥା ଏହି ଡିଭାଇସକୁ ପରିଚାଳନା କରନ୍ତି ଏବଂ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କରିପାରନ୍ତି" "%1$s ଏହି ଡିଭାଇସକୁ ପରିଚାଳନା କରନ୍ତି ଏବଂ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କରନ୍ତି" "ଡିଭାଇସ୍‌ ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳିତ ଏବଂ %1$sରେ ସଂଯୁକ୍ତ" "ଡିଭାଇସ୍‌ %1$s ଦ୍ୱାରା ପରିଚାଳିତ ଏବଂ %2$sରେ ସଂଯୁକ୍ତ" "ଡିଭାଇସ୍‌ ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳିତ" "ଡିଭାଇସ୍‍ %1$s ଦ୍ୱାରା ପରିଚାଳିତ ହେଉଛି" "ଡିଭାଇସ୍‌ ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳିତ ଏବଂ VPNଗୁଡ଼ିକରେ ସଂଯୁକ୍ତ" "ଡିଭାଇସ୍‌ %1$s ଦ୍ୱାରା ପରିଚାଳିତ ଏବଂ VPNଗୁଡ଼ିକରେ ସଂଯୁକ୍ତ" "ଆପଣଙ୍କ ୱର୍କ ପ୍ରୋଫାଇଲରେ ଆପଣଙ୍କ ସଂସ୍ଥା ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କରିପାରନ୍ତି" "%1$s ଆପଣଙ୍କ ୱର୍କ ପ୍ରୋଫାଇଲରେ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କରିପାରନ୍ତି" "ନେଟୱର୍କ ନୀରିକ୍ଷଣ କରାଯାଇପାରେ" "ଡିଭାଇସ୍‍ VPNଗୁଡ଼ିକରେ ସଂଯୁକ୍ତ" "ୱର୍କ ପ୍ରୋଫାଇଲ୍‍ %1$sରେ ସଂଯୁକ୍ତ" "ବ୍ୟକ୍ତିଗତ ପ୍ରୋଫାଇଲ୍‍ %1$sରେ ସଂଯୁକ୍ତ" "ଡିଭାଇସ୍‍ %1$sରେ ସଂଯୁକ୍ତ" "ଡିଭାଇସ୍‌ ପରିଚାଳନା" "ପ୍ରୋଫାଇଲ୍ ନୀରିକ୍ଷଣ" "ନେଟ୍‌ୱର୍କ ନୀରିକ୍ଷଣ" "VPN" "ନେଟୱର୍କ ଲଗିଙ୍ଗ" "CA ସର୍ଟିଫିକେଟ୍‌" "VPN ଅକ୍ଷମ କରନ୍ତୁ" "VPN ବିଛିନ୍ନ କରନ୍ତୁ" "ପଲିସୀ ଦେଖନ୍ତୁ" "ଆପଣଙ୍କ ଡିଭାଇସ୍‍ %1$s ଦ୍ୱାରା ପରିଚାଳନା କରାଯାଉଛି।.\n\nଆପଣଙ୍କ ଆଡମିନ୍‍ ସେଟିଙ୍ଗ, କର୍ପୋରେଟ୍‍ ଆକ୍ସେସ୍‍, ଆପ୍‍, ଆପଣଙ୍କ ଡିଭାଇସ୍‍ ସମ୍ବନ୍ଧୀୟ ଡାଟା ଏବଂ ଆପଣଙ୍କ ଡିଭାଇସର ଲୋକେସନ୍‍ ନିରୀକ୍ଷଣ ଓ ପରିଚାଳନା କରିପାରନ୍ତି।\n\nଅଧିକ ସୂଚନା ପାଇଁ, ନିଜ ଆଡମିନଙ୍କ ସହ ଯୋଗାଯୋଗ କରନ୍ତୁ।" "ଆପଣଙ୍କ ଡିଭାଇସ୍‍ ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳନା କରାଯାଉଛି।\n\nଆପଣଙ୍କ ଆଡମିନ୍‍ ସେଟିଙ୍ଗ, କର୍ପୋରେଟ୍‍ ଆକ୍ସେସ୍‍, ଆପ୍‍, ଆପଣଙ୍କ ଡିଭାଇସ୍‍ ସମ୍ବନ୍ଧୀୟ ଡାଟା ଏବଂ ଆପଣଙ୍କ ଡିଭାଇସର ଲୋକେସନ୍‍ ନିରୀକ୍ଷଣ ଓ ପରିଚାଳନା କରିପାରନ୍ତି।\n\nଅଧିକ ସୂଚନା ପାଇଁ, ନିଜ ଆଡମିନଙ୍କ ସହ ଯୋଗାଯୋଗ କରନ୍ତୁ।" "ଏହି ଡିଭାଇସରେ ଆପଣଙ୍କ ସଂସ୍ଥା ଏକ ସର୍ଟିଫିକେଟ୍‍ ଅଥରିଟି ଇନଷ୍ଟଲ୍‍ କରିଛନ୍ତି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।" "ଆପଣଙ୍କ ୱର୍କ ପ୍ରୋଫାଇଲରେ ଆପଣଙ୍କ ସଂସ୍ଥା ଏକ ସର୍ଟିଫିକେଟ୍‍ ଅଥରିଟି ଇନଷ୍ଟଲ୍‍ କରିଛନ୍ତି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।" "ଏହି ଡିଭାଇସରେ ଏକ ସର୍ଟିଫିକେଟ୍‍ ଅଥରିଟି ଇନଷ୍ଟଲ୍‍ କରାଯାଇଛି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।" "ଆପଣଙ୍କ ଆଡମିନ୍‍ ନେଟୱର୍କ ଲଗଇନ୍‍ କରିବା ଅନ୍‍ କରିଛନ୍ତି, ଯାହା ଆପଣଙ୍କ ଡିଭାଇସରେ ଟ୍ରାଫିକ୍‍ ନୀରିକ୍ଷଣ କରେ।" "ଆପଣ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣ %1$s ଏବଂ %2$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣଙ୍କ ୱର୍କ ପ୍ରୋଫାଇଲ୍‍ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲ୍‍ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣଙ୍କ ଡିଭାଇସ୍‌ %1$s ଦ୍ୱାରା ପରିଚାଳିତ ହେଉଛି।" "ଆପଣଙ୍କ ଡିଭାଇସ୍‍ ପରିଚାଳନା କରିବାକୁ %1$s, %2$s ବ୍ୟବହାର କରନ୍ତି।" "ଆପଣଙ୍କ ଆଡମିନ୍‍ ସେଟିଙ୍ଗ, କର୍ପୋରେଟ୍‍ ଆକ୍ସେସ୍‍, ଆପ୍‍, ଆପଣଙ୍କ ଡିଭାଇସ୍‍ ସମ୍ବନ୍ଧୀୟ ଡାଟା ଏବଂ ଆପଣଙ୍କ ଡିଭାଇସର ଲୋକେସନ୍‍ ନିରୀକ୍ଷଣ ଓ ପରିଚାଳନା କରିପାରନ୍ତି।" " " "ଅଧିକ ଜାଣନ୍ତୁ" "ଆପଣ %1$sରେ ସଂଯୁକ୍ତ ଅଛନ୍ତି, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟ୍‌ୱର୍କର ଗତିବିଧିକୁ ନିରୀକ୍ଷଣ କରିପାରେ।" " " "VPN ସେଟିଙ୍ଗ ଖୋଲନ୍ତୁ" " " "ମୁକ୍ତ ବିଶ୍ୱସ୍ତ କ୍ରୀଡେନଶିଆଲ୍‍" "ଆପଣଙ୍କ ଆଡମିନ୍‍ ନେଟ୍‌ୱର୍କ ଲଗଇନ୍‍ କରିବା ଅନ୍‍ କରିଛନ୍ତି, ଯାହା ଆପଣଙ୍କ ଡିଭାଇସରେ ଟ୍ରାଫିକ୍‍ ନିରୀକ୍ଷଣ କରେ।\n\nଅଧିକ ସୂଚନା ପାଇଁ, ନିଜ ଆଡମିନଙ୍କ ସହ ଯୋଗାଯୋଗ କରନ୍ତୁ।" "ଏକ VPN ସଂଯୋଗ ସେଟ୍‍ ଅପ୍‍ କରିବା ପାଇଁ ଆପଣ ଗୋଟିଏ ଆପକୁ ଅନୁମତି ଦେଲେ।\n\nଏହି ଆପ୍‍ ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ଡିଭାଇସ୍‍ ଓ ନେଟ୍‌ୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣଙ୍କ ୱର୍କ ପ୍ରୋଫାଇଲ୍‍ %1$s ଦ୍ୱାରା ପରିଚାଳନା କରାଯାଉଛି।\n\nଆପଣଙ୍କ ଆଡମିନ୍‍ ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରିବେ।\n\nଅଧିକ ସୂଚନା ପାଇଁ, ନିଜ ଆଡମିନଙ୍କ ସହ ଯୋଗାଯୋଗ କରନ୍ତୁ।.\n\nଆପଣ ଏକ VPNରେ ମଧ୍ୟ ସଂଯୁକ୍ତ, ଯାହା ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "VPN" "ଆପଣ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟ୍‌ୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣ %1$sରେ ସଂଯୁକ୍ତ ଅଛନ୍ତି, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟ୍‌ୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣଙ୍କ ୱର୍କ ପ୍ରୋଫାଇଲ୍‍ %1$s ଦ୍ୱାରା ପରିଚାଳନା କରାଯାଉଛି। ପ୍ରୋଫାଇଲଟି %2$s ସହ ସଂଯୁକ୍ତ ଅଛି, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।\n\nଅଧିକ ସୂଚନା ପାଇଁ, ନିଜ ଆଡମିନଙ୍କ ସହ ଯୋଗାଯୋଗ କରନ୍ତୁ।" "ଆପଣଙ୍କ ୱର୍କ ପ୍ରୋଫାଇଲ୍‍ %1$s ଦ୍ୱାରା ପରିଚାଳନା କରାଯାଉଛି। ପ୍ରୋଫାଇଲଟି %2$s ସହ ସଂଯୁକ୍ତ ଅଛି, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।\n\nଆପଣ %3$sରେ ମଧ୍ୟ ସଂଯୁକ୍ତ, ଯାହା ଆପଣଙ୍କ ବ୍ୟକ୍ତିଗତ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "TrustAgent ଦ୍ୱାରା ଅନ୍‌ଲକ୍ ରହିଛି" "ଯେତେବେଳ ପର୍ଯ୍ୟନ୍ତ ଆପଣ ମାନୁଆଲୀ ଅନଲକ୍‌ କରିନାହାନ୍ତି, ସେତେବେଳ ପର୍ଯ୍ୟନ୍ତ ଡିଭାଇସ୍‌ ଲକ୍‌ ରହିବ" "ବିଜ୍ଞପ୍ତିକୁ ଶୀଘ୍ର ପ୍ରାପ୍ତ କରନ୍ତୁ" "ଅନଲକ୍‌ କରିବା ପୁର୍ବରୁ ସେମାନଙ୍କୁ ଦେଖନ୍ତୁ" "ନାହିଁ, ଥାଉ" "ସେଟ୍ ଅପ୍ କରନ୍ତୁ" "%1$s. %2$s" "ବର୍ତ୍ତମାନ ଅଫ୍‍ କରନ୍ତୁ" "ସାଉଣ୍ଡ ସେଟିଙ୍ଗ" "ବଢ଼ାନ୍ତୁ" "ଛୋଟ କରନ୍ତୁ" "ସ୍ବଚାଳିତ କ୍ୟାପ୍ସନ୍ ମିଡିଆ" "କ୍ୟାପ୍ସନ୍‌ଗୁଡ଼ିିକର ଟିପ୍ ବନ୍ଦ କରନ୍ତୁ" "କ୍ୟାପ୍ସନ୍‌ର ଓଭର୍‌ଲେ" "ସକ୍ଷମ କରନ୍ତୁ" "ଅକ୍ଷମ କରନ୍ତୁ" "ଆଉଟପୁଟ୍ ଡିଭାଇସ୍‌କୁ ଯାଆନ୍ତୁ" "ସ୍କ୍ରିନକୁ ପିନ୍‌ କରାଯାଇଛି" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବାକୁ ସ୍ପର୍ଶ କରି ଧରିରଖନ୍ତୁ ଓ ଦେଖନ୍ତୁ।" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବା ପାଇଁ ହୋମ୍ ଓ ବ୍ୟାକ୍ ବଟନ୍‌କୁ ଧରିରଖନ୍ତୁ।" "ଆପଣ ଅନ୍‌ପିନ୍ ନକରିବା ପର୍ଯ୍ୟନ୍ତ ଏହା ଦେଖାଯାଉଥିବ। ଅନ୍‌ପିନ୍ କରିବା ପାଇଁ ଉପରକୁ ସ୍ୱାଇପ୍‌ କରି ଧରି ରଖନ୍ତୁ" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବାକୁ ସ୍ପର୍ଶ କରନ୍ତୁ ଏବଂ ଓଭରଭ୍ୟୁକୁ ଧରିରଖନ୍ତୁ।" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବା ପର୍ଯ୍ୟନ୍ତ ହୋମ୍‌କୁ ଦାବିଧରନ୍ତୁ।" "ଏହି ସ୍କ୍ରୀନ୍‍‍କୁ ଅନପିନ୍‍ କରିବା ପାଇଁ, ବ୍ୟାକ୍ ଏବଂ ଓଭରଭ୍ୟୁ ବଟନ୍‍‌କୁ ଦାବିଧରନ୍ତୁ" "ଏହି ସ୍କ୍ରୀନ୍‍‍କୁ ଅନପିନ୍‍ କରିବା ପାଇଁ, ବ୍ୟାକ୍ ଏବଂ ହୋମ୍ ବଟନ୍‍‌କୁ ଦାବିଧରନ୍ତୁ" "ଏହି ସ୍କ୍ରୀନ୍‌କୁ ଅନପିନ୍ କରିବା ପାଇଁ, ଉପରକୁ ସ୍ୱାଇପ୍ କରନ୍ତୁ ଏବଂ ଧରି ରଖନ୍ତୁ" "ବୁଝିଲି" "ନାହିଁ, ଥାଉ" "ସ୍କ୍ରୀନ୍‌କୁ ପିନ୍‌ କରାଗଲା" "ସ୍କ୍ରୀନ୍‌ ଅନପିନ୍ ହୋଇଗଲା" "%1$s ଲୁଚାନ୍ତୁ?" "ଆଗକୁ ଆପଣ ଯେତେବେଳେ ଏହି ସେଟିଙ୍ଗକୁ ଚାଲୁ କରିବେ, ଏହା ପୁଣି ଦେଖାଦେବ।" "ଲୁଚାନ୍ତୁ" "କଲ୍ କରନ୍ତୁ" "ସିଷ୍ଟମ୍‌" "ରିଙ୍ଗ" "ମିଡିଆ" "ଆଲାର୍ମ" "ବିଜ୍ଞପ୍ତି" "ବ୍ଲୁଟୂଥ୍‍‌" "ଡୁଆଲ୍‍ ମଲ୍ଟି ଟୋନ୍‍ ଫ୍ରିକ୍ୱେନ୍ସୀ" "ଆକ୍ସେସିବିଲିଟୀ" "କଲ୍‌" "ରିଙ୍ଗ" "ଭାଇବ୍ରେଟ୍‌" "ମ୍ୟୁଟ୍" "ଫୋନ୍ ଭାଇବ୍ରେଟ୍‌ରେ ଅଛି" "ଫୋନ୍‌ ମ୍ୟୁଟ୍‌ରେ ଅଛି" "%1$s। ଅନମ୍ୟୁଟ୍‍ କରିବା ପାଇଁ ଟାପ୍‍ କରନ୍ତୁ।" "%1$s। ଭାଇବ୍ରେଟ୍‍ ସେଟ୍‍ କରିବାକୁ ଟାପ୍‍ କରନ୍ତୁ। ଆକ୍ସେସିବିଲିଟୀ ସର୍ଭିସ୍‌ ମ୍ୟୁଟ୍‍ କରାଯାଇପାରେ।" "%1$s। ମ୍ୟୁଟ୍‍ କରିବାକୁ ଟାପ୍‍ କରନ୍ତୁ। ଆକ୍ସେସିବିଲିଟୀ ସର୍ଭିସ୍‌ ମ୍ୟୁଟ୍‍ କରାଯାଇପାରେ।" "%1$s। ଭାଇବ୍ରେଟରେ ସେଟ୍‍ କରିବାକୁ ଟାପ୍‍ କରନ୍ତୁ।" "%1$s। ମ୍ୟୁଟ୍‍ କରିବାକୁ ଟାପ୍‍ କରନ୍ତୁ।" "ମ୍ୟୁଟ୍ କରନ୍ତୁ" "ଅନ୍‍-ମ୍ୟୁଟ୍ କରନ୍ତୁ" "ଭାଇବ୍ରେଟ୍" "%s ଭଲ୍ୟୁମ୍ ନିୟନ୍ତ୍ରଣ" "କଲ୍ ଓ ବିଜ୍ଞପ୍ତି ପାଇଁ (%1$s)ରେ ରିଙ୍ଗ ହେବ" "ମିଡିଆ ଆଉଟପୁଟ୍‍" "ଫୋନ୍‍ କଲ୍‍ ଆଉଟପୁଟ୍‍" "କୌଣସି ଡିଭାଇସ୍ ମିଳିଲା ନାହିଁ" "କୌଣସି ଡିଭାଇସ୍ ମିଳିଲା ନାହିଁ। %1$s ଅନ୍‍ କରି ଦେଖନ୍ତୁ" "ବ୍ଲୁଟୂଥ୍‍‌" "ୱାଇ-ଫାଇ" "ବ୍ଲୁଟୂଥ୍‍‌ ଓ ୱାଇ-ଫାଇ" "ସିଷ୍ଟମ୍ UI ଟ୍ୟୁନର୍‍" "ଏମ୍ବେଡ୍‍ ହୋଇଥିବା ବ୍ୟାଟେରୀ ଶତକଡ଼ା ଦେଖାନ୍ତୁ" "ଚାର୍ଜ ହେଉନଥିବାବେଳେ ଷ୍ଟାଟସ୍‍ ବାର୍‍ ଆଇକନ୍‍ ଭିତରେ ବ୍ୟାଟେରୀ ସ୍ତର ଶତକଡ଼ା ଦେଖାନ୍ତୁ" "ଦ୍ରୁତ ସେଟିଂସ୍" "ଷ୍ଟାଟସ୍‍ ବାର୍‍" "ଅବଲୋକନ" "ସିଷ୍ଟମ୍‌ UI ଡେମୋ ମୋଡ୍‌" "ଡେମୋ ମୋଡ୍ ସକ୍ଷମ କରନ୍ତୁ" "ଡେମୋ ମୋଡ୍‍ ଦେଖାନ୍ତୁ" "ଇଥରନେଟ୍‌" "ଆଲାର୍ମ" "ୱର୍କ ପ୍ରୋଫାଇଲ୍‌" "ଏରୋପ୍ଲେନ୍‍ ମୋଡ୍" "ଟାଇଲ୍‍ ଯୋଡ଼ନ୍ତୁ" "ଟାଇଲ୍‍ ବ୍ରଡ୍‌କାଷ୍ଟ କରନ୍ତୁ" "ଆପଣ %1$s ପୂର୍ବରୁ ଏହା ଅଫ୍‍ ନକଲେ ନିଜର ପରବର୍ତ୍ତୀ ଆଲାର୍ମ ଶୁଣିପାରିବେ ନାହିଁ" "%1$sବେଳେ ଆପଣ ନିଜର ପରବର୍ତ୍ତୀ ଆଲାର୍ମ ଶୁଣିପାରିବେ ନାହିଁ" "%1$s ହେଲେ" "%1$s ବେଳେ" "ଦ୍ରୁତ ସେଟିଙ୍ଗ, %s।" "ହଟସ୍ପଟ୍‌" "ୱର୍କ ପ୍ରୋଫାଇଲ୍‌" "କେତେକଙ୍କ ପାଇଁ ମଜାଦାର, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ" "Android ୟୁଜର୍‍ ଇଣ୍ଟରଫେସ୍‍ ବଦଳାଇବାକୁ ତଥା ନିଜ ପସନ୍ଦ ଅନୁଯାୟୀ କରିବାକୁ ସିଷ୍ଟମ୍‍ UI ଟ୍ୟୁନର୍‍ ଆପଣଙ୍କୁ ଅତିରିକ୍ତ ଉପାୟ ପ୍ରଦାନ କରେ। ଏହି ପରୀକ୍ଷାମୂଳକ ସୁବିଧାମାନ ବଦଳିପାରେ, ଭାଙ୍ଗିପାରେ କିମ୍ବା ଭବିଷ୍ୟତର ରିଲିଜ୍‌ଗୁଡ଼ିକରେ ନଦେଖାଯାଇପାରେ। ସତର୍କତାର ସହ ଆଗକୁ ବଢ଼ନ୍ତୁ।" "ଏହି ପରୀକ୍ଷାମୂଳକ ସୁବିଧାମାନ ବଦଳିପାରେ, ଭାଙ୍ଗିପାରେ କିମ୍ବା ଭବିଷ୍ୟତର ରିଲିଜ୍‌ଗୁଡ଼ିକରେ ନଦେଖାଯାଇପାରେ। ସତର୍କତାର ସହ ଆଗକୁ ବଢ଼ନ୍ତୁ।" "ବୁଝିଗଲି" "ଅଭିନନ୍ଦନ! ସିଷ୍ଟମ୍‍ UI ଟ୍ୟୁନର୍‍କୁ ସେଟିଙ୍ଗରେ ଯୋଡ଼ାଯାଇଛି" "ସେଟିଙ୍ଗରୁ ବାହାର କରିଦିଅନ୍ତୁ" "ସେଟିଙ୍ଗରୁ ସିଷ୍ଟମ୍‍ UI ଟ୍ୟୁନର୍‍କୁ ବାହାର କରି ତାହାର ସମସ୍ତ ସୁବିଧା ବ୍ୟବହାର କରିବା ବନ୍ଦ କରିବେ?" "ଆପଣଙ୍କ ଡିଭାଇସରେ ଆପ୍ଲିକେଶନ୍‍ ଇନଷ୍ଟଲ୍‍ କରାଯାଇନାହିଁ" "ଘଣ୍ଟାର ସେକେଣ୍ଡ ଦେଖାନ୍ତୁ" "ଷ୍ଟାଟସ୍‍ ବାର୍‌ରେ ଘଣ୍ଟାର ସେକେଣ୍ଡ ଦେଖାନ୍ତୁ। ଏହାଦ୍ୱାରା ବ୍ୟାଟେରୀ ଲାଇଫ୍‍ ପ୍ରଭାବିତ ହୋଇପାରେ।" "ଦ୍ରୁତ ସେଟିଙ୍ଗକୁ ପୁଣି ସଜାନ୍ତୁ" "ଦ୍ରୁତ ସେଟିଙ୍ଗରେ ବ୍ରାଇଟନେସ୍‌ ଦେଖାନ୍ତୁ" "ପରୀକ୍ଷାମୂଳକ" "ବ୍ଲୁଟୂଥ୍‍‍ ଅନ୍‍ କରିବେ?" "ଆପଣଙ୍କ ଟାବଲେଟ୍‌ରେ କୀ’ବୋର୍ଡ ସଂଯୋଗ କରିବା ପାଇଁ ଆପଣଙ୍କୁ ପ୍ରଥମେ ବ୍ଲୁଟୂଥ୍‍‍ ଅନ୍‍ କରିବାକୁ ହେବ।" "ଅନ୍ କରନ୍ତୁ" "ବିଜ୍ଞପ୍ତିଗୁଡ଼ିକୁ ନିରବରେ ଦେଖାନ୍ତୁ" "ସମସ୍ତ ବିଜ୍ଞପ୍ତି ବ୍ଲକ୍‌ କରନ୍ତୁ" "ନିରବ କରନ୍ତୁ ନାହିଁ" "ନିରବ କିମ୍ବା ବ୍ଲକ୍‌ କରନ୍ତୁ ନାହିଁ" "ପାୱାର୍‍ ବିଜ୍ଞପ୍ତି କଣ୍ଟ୍ରୋଲ୍‌" "ଅନ୍" "ଅଫ୍" "ପାୱାର୍‍ ବିଜ୍ଞପ୍ତି କଣ୍ଟ୍ରୋଲ୍‌ରେ, ଆପଣ ଏକ ଆପ୍‍ ବିଜ୍ଞପ୍ତି ପାଇଁ 0 ରୁ 5 ଗୁରୁତ୍ୱ ସ୍ତର ସେଟ୍‍ କରିହେବେ। \n\n""ସ୍ତର 5"" \n- ବିଜ୍ଞପ୍ତି ତାଲିକାର ଶୀର୍ଷରେ ଦେଖାନ୍ତୁ \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବାକୁ ଅନୁମତି ଦିଅନ୍ତୁ \n- ସର୍ବଦା ପିକ୍‍ କରନ୍ତୁ \n\n""ସ୍ତର 4"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- ସର୍ବଦା ପିକ୍‍ କରନ୍ତୁ \n\n""ସ୍ତର 3"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- କଦାପି ପିକ୍‍ କରନ୍ତୁ ନାହିଁ \n\n""ସ୍ତର 2"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- କଦାପି ପିକ୍‍ କରନ୍ତୁ ନାହିଁ \n- କଦାପି ସାଉଣ୍ଡ ଓ ଭାଇବ୍ରେଟ୍‍ କରନ୍ତୁ ନାହିଁ \n\n""ସ୍ତର 1"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- କଦାପି ପିକ୍‍ କରନ୍ତୁ ନାହିଁ \n- କଦାପି ସାଉଣ୍ଡ ଓ ଭାଇବ୍ରେଟ୍‍ କରନ୍ତୁ ନାହିଁ \n- ଲକ୍‍ ସ୍କ୍ରୀନ୍‍ ଓ ଷ୍ଟାଟସ୍‍ ବାର୍‌ରୁ ଲୁଚାନ୍ତୁ \n- ବିଜ୍ଞପ୍ତି ତାଲିକାର ନିମ୍ନରେ ଦେଖାନ୍ତୁ \n\n""ସ୍ତର 0"" \n- ଆପରୁ ସମସ୍ତ ବିଜ୍ଞପ୍ତି ବ୍ଲକ୍‌ କରନ୍ତୁ" "ବିଜ୍ଞପ୍ତି" "ଏହି ବିଜ୍ଞପ୍ତିଗୁଡ଼ିକ ଆପଣ ଆଉ ଦେଖିବାକୁ ପାଇବେନାହିଁ।" "ଏହି ବିଜ୍ଞପ୍ତିଗୁଡ଼ିକ ମିନିମାଇଜ୍ ହୋଇଯିବ" "ଏହି ବିଜ୍ଞପ୍ତି ନିରବରେ ଦେଖାଯିବ" "ଏହି ବିଜ୍ଞପ୍ତିଗୁଡିକ ଆପଣଙ୍କୁ ଆଲର୍ଟ କରିବ" "ସାଧାରଣତଃ ଆପଣ ଏହି ବିଜ୍ଞପ୍ତିକୁ ଖାରଜ କରିଦିଅନ୍ତି। \n ସେଗୁଡ଼ିକୁ ଦେଖାଇବା ଜାରି ରଖିବେ?" "ହୋଇଗଲା" "ଲାଗୁ କରନ୍ତୁ" "ଏହି ବିଜ୍ଞପ୍ତିଗୁଡ଼ିକୁ ଦେଖାଇବା ଜାରି ରଖିବେ?" "ବିଜ୍ଞପ୍ତିକୁ ଦେଖାଇବା ବନ୍ଦ କରନ୍ତୁ" "ନିରବରେ ବିତରଣ" "ବ୍ଲକ୍ କରନ୍ତୁ" "ଦେଖାଇବା ଜାରି ରଖନ୍ତୁ" "ଛୋଟ କରନ୍ତୁ" "ନୀରବ" "ନୀରବ ରହନ୍ତୁ" "ଆଲର୍ଟ କରିବା" "ଆଲର୍ଟ କରିବା ଜାରି ରଖନ୍ତୁ" "ବିଜ୍ଞପ୍ତି ବନ୍ଦ କରନ୍ତୁ" "ଏହି ଆପ୍‌ରୁ ବିଜ୍ଞପ୍ତିଗୁଡ଼ିକୁ ଦେଖାଇବା ଜାରି ରଖିବେ?" "ନୀରବ" "ଆଲର୍ଟ କରିବା" "ବିନା ସାଉଣ୍ଡ କିମ୍ବା ଭାଇବ୍ରେସନ୍‌ରେ ଆପଣଙ୍କୁ ଫୋକସ୍ କରିବାରେ ସାହାଯ୍ୟ କରେ।" "ସାଉଣ୍ଡ କିମ୍ବା ଭାଇବ୍ରେସନ୍ ମାଧ୍ୟମରେ ଆପଣଙ୍କର ଧ୍ୟାନ ଆକର୍ଷିତ କରିଥାଏ।" "ଏହି ବିଜ୍ଞପ୍ତିଗୁଡ଼ିକ ପରିବର୍ତ୍ତନ କରିହେବ ନାହିଁ।" "ଏଠାରେ ଏହି ବିଜ୍ଞପ୍ତିଗୁଡ଼ିକର ଗ୍ରୁପ୍ କନଫ୍ୟୁଗର୍ କରାଯାଇପାରିବ ନାହିଁ" "ବିଜ୍ଞପ୍ତି ପ୍ରକ୍ସୀ ହୋଇଛି" "ସମସ୍ତ %1$sବିଜ୍ଞପ୍ତିଗୁଡ଼ିକ" "ଅଧିକ ଦେଖନ୍ତୁ" "ଏହି ଆପ୍ କ୍ୟାମେରା ବ୍ୟବହାର କରୁଛି।" "ଏହି ଆପ୍, ମାଇକ୍ରୋଫୋନ୍‍ ବ୍ୟବହାର କରୁଛି।" "ଏହି ଆପ୍, ଆପଣଙ୍କର ସ୍କ୍ରୀନ୍ ଉପରେ ଥିବା ଅନ୍ୟ ଆପ୍ ଉପରେ ପ୍ରଦର୍ଶିତ ହେଉଛି।" "ଏହି ଆପ୍ ମାଇକ୍ରୋଫୋନ୍ ଓ କ୍ୟାମେରା ବ୍ୟବହାର କରୁଛି।" "ଏହି ଆପ୍, ଆପଣଙ୍କର ସ୍କ୍ରୀନ୍ ଉପରେ ଥିବା ଅନ୍ୟ ଆପ୍ ଉପରେ ପ୍ରଦର୍ଶିତ ହେଉଛି ଏବଂ କ୍ୟାମେରା ବ୍ୟବହାର କରୁଛି।" "ଏହି ଆପ୍, ଆପଣଙ୍କର ସ୍କ୍ରୀନ୍ ଉପରେ ଥିବା ଅନ୍ୟ ଆପ୍ ଉପରେ ପ୍ରଦର୍ଶିତ ହେଉଛି ଏବଂ ମାଇକ୍ରୋଫୋନ୍ ବ୍ୟବହାର କରୁଛି।" "ଏହି ଆପ୍, ଆପଣଙ୍କର ସ୍କ୍ରୀନ୍ ଉପରେ ଥିବା ଅନ୍ୟ ଆପ୍ ଉପରେ ପ୍ରଦର୍ଶିତ ହେଉଛି ଏବଂ ମାଇକ୍ରୋଫୋନ୍ ଓ କ୍ୟାମେରା ବ୍ୟବହାର କରୁଛି।" "ସେଟିଙ୍ଗ" "ଠିକ୍ ଅଛି" "%1$s ପାଇଁ ବିଜ୍ଞପ୍ତି ନିୟନ୍ତ୍ରଣ ଖୋଲା ଯାଇଛି" "%1$s ପାଇଁ ବିଜ୍ଞପ୍ତି ନିୟନ୍ତ୍ରଣ ବନ୍ଦ ହୋଇଛି" "ଏହି ଚ୍ୟାନେଲରୁ ବିଜ୍ଞପ୍ତିକୁ ଅନୁମତି ଦିଅନ୍ତୁ" "ଅଧିକ ସେଟିଙ୍ଗ" "କଷ୍ଟମାଇଜ୍‌ କରନ୍ତୁ" "ହୋଇଗଲା" "ପୂର୍ବସ୍ଥାନକୁ ଫେରାଇଆଣନ୍ତୁ" "%1$s %2$s" "ବିଜ୍ଞପ୍ତି ନିୟନ୍ତ୍ରଣ" "ବିଜ୍ଞପ୍ତି ସ୍ନୁଜ୍‍ ବିକଳ୍ପ" "ସ୍ନୁଜ୍" "ପୂର୍ବାବସ୍ଥାକୁ ଫେରାଇ ଆଣନ୍ତୁ" "%1$s ପାଇଁ ସ୍ନୁଜ୍‍ କରାଗଲା" %d ଘଣ୍ଟା %d ଘଣ୍ଟା %d ମିନିଟ୍‍ %d ମିନିଟ୍‍ "ବ୍ୟାଟେରୀ ବ୍ୟବହାର" "ଚାର୍ଜ କରାଯିବାବେଳେ ବ୍ୟାଟେରୀ ସେଭର୍‍ ଉପଲବ୍ଧ ନଥାଏ" "ବ୍ୟାଟେରୀ ସେଭର୍" "କାର୍ଯ୍ୟଦକ୍ଷତା ଓ ବ୍ୟାକ୍‌ଗ୍ରାଉଣ୍ଡ ଡାଟା କମ୍ କରେ" "ବଟନ୍‍ %1$s" "ହୋମ୍‌" "ଫେରନ୍ତୁ" "ଉପର" "ତଳ" "ବାମ" "ଡାହାଣ" "କେନ୍ଦ୍ର" "ଟ୍ୟାବ୍" "ସ୍ପେସ୍‍" "ଏଣ୍ଟର୍" "ବ୍ୟାକସ୍ପେସ୍‍" "ପ୍ଲେ କରନ୍ତୁ/ପଜ୍‍ କରନ୍ତୁ" "ବନ୍ଦ କରନ୍ତୁ" "ପରବର୍ତ୍ତୀ" "ପୂର୍ବବର୍ତ୍ତୀ" "ରିୱାଇଣ୍ଡ" "ଫାଷ୍ଟ ଫର୍‌ୱାର୍ଡ" "ଉପର ପୃଷ୍ଠା" "ତଳ ପୃଷ୍ଠା" "ଡିଲିଟ୍‍" "ହୋମ୍‌" "ସମାପ୍ତ" "ଇନ୍‌ସର୍ଟ" "ନମ୍ବର ଲକ୍‍" "ନମ୍ବରପ୍ୟାଡ୍ %1$s" "ସିଷ୍ଟମ୍‌" "ହୋମ୍" "ସମ୍ପ୍ରତି" "ଫେରନ୍ତୁ" "ବିଜ୍ଞପ୍ତି" "କୀ\'ବୋର୍ଡ ସର୍ଟକଟ୍" "କୀ\'ବୋର୍ଡ୍‍ର ଲେଆଉଟ୍‍କୁ ବଦଳାନ୍ତୁ" "ଆପ୍ଲିକେସନ୍‌" "ସହାୟତା" "ବ୍ରାଉଜର୍" "ଯୋଗାଯୋଗ" "ଇମେଲ୍" "SMS" "ମ୍ୟୁଜିକ୍‍" "YouTube" "କ୍ୟାଲେଣ୍ଡର୍" "ଭଲ୍ୟୁମ୍‍ କଣ୍ଟ୍ରୋଲ୍‌ ସହ ଦେଖାନ୍ତୁ" "ବିରକ୍ତ କରନ୍ତୁ ନାହିଁ" "ଭଲ୍ୟୁମ ବଟନ୍‍ ଶର୍ଟକଟ୍‍" "ଭଲ୍ୟୁମ୍‍ ବଢ଼ାଇ \"ବିରକ୍ତ କରନ୍ତୁ ନାହିଁ\"ରୁ ବାହାରି ଯାଆନ୍ତୁ" "ବ୍ୟାଟେରୀ" "ଘଣ୍ଟା" "ହେଡସେଟ୍‍" "ସେଟିଙ୍ଗ ଖୋଲନ୍ତୁ" "ହେଡଫୋନ୍‍ ସଂଯୁକ୍ତ" "ହେଡସେଟ୍‍ ସଂଯୁକ୍ତ" "ଡାଟା ସେଭର୍‍" "ଡାଟା ସେଭର୍‌ ଅନ୍‌ ଅଛି" "ଡାଟା ସେଭର୍‍ ଅଫ୍ ଅଛି" "ଅନ୍" "ବନ୍ଦ" "ନାଭିଗେଶନ୍ ବାର୍‍" "ଲେଆଉଟ୍" "ସମ୍ପୂର୍ଣ୍ଣ ବାମ ବଟନ୍‍ ପ୍ରକାର" "ସମ୍ପୂର୍ଣ୍ଣ ଡାହାଣ ବଟନ୍‍ ପ୍ରକାର" "(ଡିଫଲ୍ଟ)" "କ୍ଲିପ୍‌ବୋର୍ଡ" "କୀ\'କୋଡ୍‍" "ଘୁରାଇବା ସୁନିଶ୍ଚିତ କରନ୍ତୁ, କୀ’ବୋର୍ଡର ଭାଷା ପରିବର୍ତ୍ତନ ସୁବିଧା" "କିଛିନୁହେଁ" "ସାମାନ୍ୟ" "କମ୍ପାକ୍ଟ" "ବାମକୁ-ଆଉଜେଇବା" "ଡାହାଣକୁ-ଆଉଜେଇବା" "କୀ\'ବୋର୍ଡ ବଦଳକାରୀ" "ସେଭ୍‌ କରନ୍ତୁ" "ରିସେଟ୍‍ କରନ୍ତୁ" "ବଟନ୍‌ର ମୋଟେଇ ଆଡ୍‌ଜଷ୍ଟ କରନ୍ତୁ" "କ୍ଲିପ୍‌ବୋର୍ଡ" "କଷ୍ଟମ୍‍ ନାଭିଗେଶନ୍ ବଟନ୍‍" "ବାମ କୀ\'କୋଡ୍‍" "ଡାହାଣ କୀ\'କୋଡ୍‍" "ବାମ ଆଇକନ୍‍" "ଡାହାଣ ଆଇକନ୍" "ଟାଇଲ୍ ଯୋଡ଼ିବା ପାଇଁ ଦାବିଧରି ଟାଣନ୍ତୁ" "ଟାଇଲ୍‍ ପୁଣି ସଜାଇବାକୁ ଦାବିଧରି ଟାଣନ୍ତୁ" "ବାହାର କରିବାକୁ ଏଠାକୁ ଡ୍ରାଗ୍‍ କରନ୍ତୁ" "ଆପଣଙ୍କର ଅତିକମ୍‌ରେ %1$dଟି ଟାଇଲ୍ ଆବଶ୍ୟକ" "ଏଡିଟ୍‌ କରନ୍ତୁ" "ସମୟ" "ଘଣ୍ଟା, ମିନିଟ୍‍ ଏବଂ ସେକେଣ୍ଡ ଦେଖାନ୍ତୁ" "ଘଣ୍ଟା ଏବଂ ମିନିଟ୍‍ ଦେଖାନ୍ତୁ (ଡିଫଲ୍ଟ)" "ଏହି ଆଇକନ୍‍ ଦେଖାନ୍ତୁ ନାହିଁ" "ସର୍ବଦା ଶତକଡ଼ା ଦେଖାନ୍ତୁ" "ଚାର୍ଜ କରାଯିବାବେଳେ ଶତକଡ଼ା ଦେଖାନ୍ତୁ (ଡିଫଲ୍ଟ)" "ଏହି ଆଇକନ୍‍ ଦେଖାନ୍ତୁ ନାହିଁ" "କମ୍‍-ଅଗ୍ରାଧିକାର ବିଜ୍ଞପ୍ତି ଆଇକନ୍‍ ଦେଖାନ୍ତୁ" "ଅନ୍ୟାନ୍ୟ" "ସ୍ପ୍ଲିଟ୍‍-ସ୍କ୍ରୀନ ବିଭାଜକ" "ବାମ ପଟକୁ ପୂର୍ଣ୍ଣ ସ୍କ୍ରୀନ୍‍ କରନ୍ତୁ" "ବାମ ପଟକୁ 70% କରନ୍ତୁ" "ବାମ ପଟକୁ 50% କରନ୍ତୁ" "ବାମ ପଟେ 30%" "ଡାହାଣ ପଟକୁ ପୂର୍ଣ୍ଣ ସ୍କ୍ରୀନ୍‍ କରନ୍ତୁ" "ଉପର ଆଡ଼କୁ ପୂର୍ଣ୍ଣ ସ୍କ୍ରୀନ୍‍ କରନ୍ତୁ" "ଉପର ଆଡ଼କୁ 70% କରନ୍ତୁ" "ଉପର ଆଡ଼କୁ 50% କରନ୍ତୁ" "ଉପର ଆଡ଼କୁ 30% କରନ୍ତୁ" "ତଳ ଅଂଶର ପୂର୍ଣ୍ଣ ସ୍କ୍ରୀନ୍‍" "ଅବସ୍ଥାନ %1$d, %2$s। ଏଡିଟ୍ କରିବାକୁ ଡବଲ୍‍-ଟାପ୍‍ କରନ୍ତୁ।" "%1$s। ଯୋଡ଼ିବା ପାଇଁ ଡବଲ୍‍-ଟାପ୍‍ କରନ୍ତୁ।" "%1$s ନିଅନ୍ତୁ" "%1$s ବାହାର କରିଦିଅନ୍ତୁ" "%2$d ଅବସ୍ଥାନକୁ %1$s ଯୋଡନ୍ତୁ" "%2$d ଅବସ୍ଥାନକୁ %1$s ଘୁଞ୍ଚାନ୍ତୁ" "ଦ୍ରୁତ ସେଟିଙ୍ଗ ଏଡିଟର୍।" "%1$s ବିଜ୍ଞପ୍ତି: %2$s" "ସ୍ପ୍ଲିଟ୍‍-ସ୍କ୍ରୀନରେ ଆପ୍‍ କାମ କରିନପାରେ।" "ଆପ୍‍ ସ୍ପ୍ଲିଟ୍‍-ସ୍କ୍ରୀନକୁ ସପୋର୍ଟ କରେ ନାହିଁ।" "ସେକେଣ୍ଡାରୀ ଡିସପ୍ଲେରେ ଆପ୍‍ କାମ ନକରିପାରେ।" "ସେକେଣ୍ଡାରୀ ଡିସପ୍ଲେରେ ଆପ୍‍ ଲଞ୍ଚ ସପୋର୍ଟ କରେ ନାହିଁ।" "ସେଟିଙ୍ଗ ଖୋଲନ୍ତୁ।" "ଦ୍ରୁତ ସେଟିଙ୍ଗ ଖୋଲନ୍ତୁ।" "ଦ୍ରୁତ ସେଟିଙ୍ଗ ବନ୍ଦ କରନ୍ତୁ।" "ଆଲାର୍ମ ସେଟ୍‍।" "%s ଭାବରେ ସାଇନ୍‌ ଇନ୍‌ କରିଛନ୍ତି" "କୌଣସି ଇଣ୍ଟରନେଟ୍‌ କନେକ୍ସନ୍ ନାହିଁ" "ବିବରଣୀ ଖୋଲନ୍ତୁ" "%s ଯୋଗୁଁ ଉପଲବ୍ଧ ନାହିଁ" "%s ସେଟିଙ୍ଗ ଖୋଲନ୍ତୁ।" "ସେଟିଙ୍ଗର କ୍ରମ ସଂଶୋଧନ କରନ୍ତୁ।" "ପୃଷ୍ଠା %1$d ମୋଟ %2$d" "ଲକ୍‌ ସ୍କ୍ରୀନ୍‌" "ବଢ଼ାନ୍ତୁ" "ଛୋଟ କରନ୍ତୁ" "ବନ୍ଦ କରନ୍ତୁ" "ସେଟିଙ୍ଗ" "ଖାରଜ କରିବାକୁ ତଳକୁ ଟାଣନ୍ତୁ" "ମେନୁ" "%s \"ଛବି-ଭିତରେ-ଛବି\"ରେ ଅଛି" "ଏହି ବୈଶିଷ୍ଟ୍ୟ %s ବ୍ୟବହାର ନକରିବାକୁ ଯଦି ଆପଣ ଚାହାଁନ୍ତି, ସେଟିଙ୍ଗ ଖୋଲିବାକୁ ଟାପ୍‍ କରନ୍ତୁ ଏବଂ ଏହା ଅଫ୍‍ କରିଦିଅନ୍ତୁ।" "ପ୍ଲେ କରନ୍ତୁ" "ପଜ୍‍ କରନ୍ତୁ" "ପରବର୍ତ୍ତୀକୁ ଯାଆନ୍ତୁ" "ପୂର୍ବବର୍ତ୍ତୀକୁ ଛାଡ଼ନ୍ତୁ" "ଗରମ ହେତୁ ଫୋନ୍‍ ଅଫ୍‍ କରିଦିଆଗଲା" "ଆପଣଙ୍କ ଫୋନ୍‍ ବର୍ତ୍ତମାନ ସାମାନ୍ୟ ଅବସ୍ଥାରେ ଚାଲୁଛି" "ଆପଣଙ୍କ ଫୋନ୍‍ ବହୁତ ଗରମ ଥିଲା, ତେଣୁ ଏହାକୁ ଥଣ୍ଡା କରାଯିବାକୁ ଅଫ୍‍ କରିଦିଆଗଲା। ଆପଣଙ୍କ ଫୋନ୍‍ ବର୍ତ୍ତମାନ ସାମାନ୍ୟ ଅବସ୍ଥାରେ ଚାଲୁଛି।\n\nଆପଣଙ୍କ ଫୋନ୍‍ ଅଧିକ ଗରମ ହୋଇଯାଇପାରେ ଯଦି ଆପଣ:\n • ରିସୋର୍ସ-ଇଣ୍ଟେନସିଭ୍‍ ଆପ୍‍ (ଯେପରିକି ଗେମିଙ୍ଗ, ଭିଡିଓ, କିମ୍ବା ନେଭିଗେସନ୍‍ ଆପ୍‍) ବ୍ୟବହାର କରନ୍ତି\n • ବଡ ଫାଇଲ୍‍ ଡାଉନଲୋଡ୍ କିମ୍ବା ଅପଲୋଡ୍‍ କରନ୍ତି\n • ଅଧିକ ତାପମାତ୍ରାରେ ଆପଣଙ୍କ ଫୋନ୍‍ ବ୍ୟବହାର କରନ୍ତି" "ଫୋନ୍‍ ଗରମ ହୋଇଯାଉଛି" "ଫୋନ୍‍ ଥଣ୍ଡା ହେବା ସମୟରେ କିଛି ଫିଚର୍ ସୀମିତ ଭାବେ କାମ କରିଥାଏ" "ଆପଣଙ୍କ ଫୋନ୍‍ ସ୍ୱଚାଳିତ ଭାବେ ଥଣ୍ଡା ହେବାକୁ ଚେଷ୍ଟା କରିବ। ଆପଣ ତଥାପି ନିଜ ଫୋନ୍‍ ବ୍ୟବହାର କରିପାରିବେ, କିନ୍ତୁ ଏହା ଧୀରେ ଚାଲିପାରେ।\n\nଆପଣଙ୍କ ଫୋନ୍‍ ଥଣ୍ଡା ହୋଇଯିବାପରେ, ଏହା ସାମାନ୍ୟ ଭାବେ ଚାଲିବ।" "ଚାର୍ଜର୍‍ ଅନ୍‍ପ୍ଲଗ୍‌ କରନ୍ତୁ" "ଏହି ଡିଭାଇସ୍ ଚାର୍ଜ କରିବାରେ ଗୋଟିଏ ସମସ୍ୟା ଅଛି। ଯେହେତୁ କେବଳ ଗରମ ହୋଇଯାଇପାରେ, ତେଣୁ ପାୱାର୍ ଆଡପ୍ଟର୍ ଅନ୍‌ପ୍ଲଗ୍‌ କରନ୍ତୁ ଏବଂ ଯତ୍ନ ନିଅନ୍ତୁ।" "ସେବା ସମ୍ବନ୍ଧିତ ଷ୍ଟେପ୍‌ଗୁଡ଼ିକ ଦେଖନ୍ତୁ" "ବାମ ଶର୍ଟକଟ୍‍" "ଡାହାଣ ଶର୍ଟକଟ୍‍" "ବାମ ଶର୍ଟକଟ୍‍ ମଧ୍ୟ ଅନଲକ୍‍ କରେ" "ଡାହାଣ ଶର୍ଟକଟ୍‍ ମଧ୍ୟ ଅନଲକ୍‍ କରେ" "କିଛିନୁହେଁ" "%1$s ଲଞ୍ଚ କରନ୍ତୁ" "ଅନ୍ୟାନ୍ୟ ଆପ୍‍" "ବୃତ୍ତ" "ଯୁକ୍ତ" "ବିଯୁକ୍ତ" "ବାମ" "ଡାହାଣ" "ମେନୁ" "%1$s ଆପ୍‍" "ଆଲର୍ଟ" "ବ୍ୟାଟେରୀ" "ସ୍କ୍ରୀନଶଟ୍‍" "ସାଧାରଣ ମେସେଜ୍" "ଷ୍ଟୋରେଜ୍‌" "ହିଣ୍ଟ" "ଇନଷ୍ଟାଣ୍ଟ ଆପ୍‌" "%1$s ଚାଲୁଛି" "ଇନ୍‍ଷ୍ଟଲ୍‍ ନହୋଇ ଆପ୍‍ ଖୋଲିଛି।" "ଇନ୍‍ଷ୍ଟଲ୍‍ ନହୋଇ ଆପ୍‍ ଖୋଲିଛି। ଅଧିକ ଜାଣିବା ପାଇଁ ଟାପ୍‍ କରନ୍ତୁ।" "ଆପ୍‍ ସୂଚନା" "ବ୍ରାଉଜର୍‌କୁ ଯାଆନ୍ତୁ" "ମୋବାଇଲ୍‌ ଡାଟା" "%1$s%2$s" "%1$s, %2$s" "ୱାଇ-ଫାଇ ଅଫ୍‍ ଅଛି" "ବ୍ଲୁଟୂଥ୍‍‌ ଅଫ୍ ଅଛି" "\"ବିରକ୍ତ କରନ୍ତୁ ନାହିଁ\" ଅଫ୍‍ ଅଛି" "ଏକ (%s) ନିୟମ ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ସ୍ୱଚାଳିତ ଭାବେ ଅନ୍‍ କରାଗଲା।" "ଏକ ଆପ୍‍ (%s) ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ଅନ୍‌ କରାଗଲା।" "ଏକ ସ୍ୱଚାଳିତ ନିୟମ କିମ୍ବା ଆପ୍‍ ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ଅନ୍‍ କରାଗଲା।" "%s ପର୍ଯ୍ୟନ୍ତ" "ଧରି ରଖନ୍ତୁ" "ବଦଳାନ୍ତୁ" "ବ୍ୟାକଗ୍ରାଉଣ୍ଡରେ ଆପ୍‍ ଚାଲୁଛି" "ବ୍ୟାଟେରୀ ଏବଂ ଡାଟା ବ୍ୟବହାର ଉପରେ ବିବରଣୀ ପାଇଁ ଟାପ୍‍ କରନ୍ତୁ" "ମୋବାଇଲ୍‌ ଡାଟା ବନ୍ଦ କରିବେ?" "%s ଦ୍ଵାରା ଆପଣଙ୍କର ଡାଟା କିମ୍ବା ଇଣ୍ଟରନେଟ୍‌କୁ ଆକ୍ସେସ୍ ନାହିଁ। ଇଣ୍ଟରନେଟ୍‌ କେବଳ ୱାଇ-ଫାଇ ମାଧ୍ୟମରେ ଉପଲବ୍ଧ ହେବ।" "ଆପଣଙ୍କ କେରିଅର୍" "ଗୋଟିଏ ଆପ୍‍ ଏକ ଅନୁମତି ଅନୁରୋଧକୁ ଦେଖିବାରେ ବାଧା ଦେଉଥିବାରୁ, ସେଟିଙ୍ଗ ଆପଣଙ୍କ ଉତ୍ତରକୁ ଯାଞ୍ଚ କରିପାରିବ ନାହିଁ।" "%2$s ସ୍ଲାଇସ୍‌କୁ ଦେଖାଇବା ପାଇଁ %1$sକୁ ଅନୁମତି ଦେବେ?" "- ଏହା %1$sରୁ ସୂଚନାକୁ ପଢ଼ିପାରିବ" "- ଏହା %1$s ଭିତରେ କାମ କରିପାରିବ" "ଯେକୌଣସି ଆପ୍‌ରେ ସ୍ଲାଇସ୍‌କୁ ଦେଖାଇବା ପାଇଁ %1$sକୁ ଅନୁମତି ଦିଅନ୍ତୁ" "ଅନୁମତି ଦିଅନ୍ତୁ" "ଅସ୍ଵୀକାର କରନ୍ତୁ" "ବ୍ୟାଟେରୀ ସେଭର୍‌ ଅନ୍‌ ହେବାର ସମୟ ସେଟ୍‌ କରିବାକୁ ଟାପ୍‌ କରନ୍ତୁ" "ବ୍ୟାଟେରୀ ସରିବାକୁ ଥିବା ସମୟରେ ଚାଲୁ କରନ୍ତୁ" "ନାହିଁ, ଥାଉ" "ଆଗରୁ ସେଟ୍‌ କରିଥିବା ସମୟ ଅନୁସାରେ ବ୍ୟାଟେରୀ ସେଭର୍‌ ଅନ୍‌ ହୋଇଛି" "ଚାର୍ଜ %d%%ରୁ କମ୍‌ ହେଲେ ବ୍ୟାଟେରୀ ସେଭର୍‌ ଆପେ ଅନ୍‌ ହୋଇଯିବ।" "ସେଟିଙ୍ଗ" "ବୁଝିଲି" "SysUI ହିପ୍ ଡମ୍ପ୍ କରନ୍ତୁ" "%1$s ଆପଣଙ୍କ %2$s ବ୍ୟବହାର କରୁଛନ୍ତି।" "ଆପ୍ଲିକେସନ୍‍ଗୁଡିକ ଆପଣଙ୍କ %s ବ୍ୟବହାର କରୁଛନ୍ତି।" ", " " ଏବଂ " "କ୍ୟାମେରା" "ଲୋକେସନ୍‍" "ମାଇକ୍ରୋଫୋନ୍" "ସେନ୍ସର୍‍ଗୁଡ଼ିକ ବନ୍ଦ ଅଛି" "ଡିଭାଇସ୍‍ ସେବାଗୁଡିକ" "କୌଣସି ଶୀର୍ଷକ ନାହିଁ" "ଏହି ଆପ୍‌କୁ ରିଷ୍ଟାର୍ଟ କରିବାକୁ ଟାପ୍ କରନ୍ତୁ ଏବଂ ଫୁଲ୍‌ସ୍କ୍ରିନ୍‌କୁ ଯାଆନ୍ତୁ।" "%1$s ଖୋଲନ୍ତୁ" "%1$s ବବଲ୍‌ଗୁଡ଼ିକ ପାଇଁ ସେଟିଂସ୍" "%1$sରୁ ବବ୍‌ଲ୍‌ଗୁଡ଼ିକୁ ଅନୁମତି ଦିଅନ୍ତୁ?" "ପରିଚାଳନା କରନ୍ତୁ" "ପ୍ରତ୍ୟାଖ୍ୟାନ କରନ୍ତୁ" "ଅନୁମତି ଦିଅନ୍ତୁ" "ମୋତେ ପରେ ପଚାରନ୍ତୁ" "%2$sରୁ %1$s" "%2$s ଏବଂ ଅଧିକ %3$dଟିରୁ %1$s" "ନିଅନ୍ତୁ" "ଉପର ବାମକୁ ନିଅନ୍ତୁ" "ଉପର-ଡାହାଣକୁ ନିଅନ୍ତୁ" "ତଳ ବାମକୁ ନିଅନ୍ତୁ" "ତଳ ଡାହାଣକୁ ନିଅନ୍ତୁ" "ଖାରଜ କରନ୍ତୁ" "ସିଷ୍ଟମ୍ ନାଭିଗେସନ୍ ଅପ୍‌ଡେଟ୍ ହୋଇଛି। ପରିବର୍ତ୍ତନ କରିବା ପାଇଁ, ସେଟିଂସ୍‌କୁ ଯାଆନ୍ତୁ।" "ସିଷ୍ଟମ୍ ନାଭିଗେସନ୍ ଅପ୍‌ଡେଟ୍ କରିବା ପାଇଁ ସେଟିଂସ୍‍କୁ ଯାଆନ୍ତୁ"